election 2024

ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା !

ଭୁବନେଶ୍ୱର: ରାଜ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ । ୨୪ ବର୍ଷର ବିଜେଡି ସରକାର ହାତରୁ ଖସି ଯାଇଛି ଶାସନ ଭାର । ଏହା ସହ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବୃହତ ଦଳ ଭାବେ ଉଭା ହେବା ସହ ସରକାର ଗଢିଛି ବିଜେପି । ଅନ୍ୟପଟେ ଲୋକସଭା ନିର୍ବାଚନରେ ମଧ୍ୟ ଏନଡିଏ ତୃତୀୟ ଥର ପାଇଁ ଲଗାତାର ସରକାର ହାତେଇବାରେ ସଫଳ ହୋଇଛି । କିନ୍ତୁ ଗତ ୨୦୧୪ ଏବଂ ୨୦୧୯ ଭଳି ଏନଡିଏକୁ ସେତେଟା …

ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା ! Read More »

ନେତାଙ୍କ ଭାଗ୍ୟ ପରୀକ୍ଷା: କିଏ ହାତେଇବେ କ୍ଷମତା

ଭୁବନେଶ୍ୱର: ମଙ୍ଗଳବାର ଲୋକସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଚାଲିଛି ନେତାଙ୍କ ଭାଗ୍ୟ ପରୀକ୍ଷା । କିଏ ହାତେଇବେ କ୍ଷମତା ? ଲୋକସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୨ । କିଏ କ୍ଷମତା ଦଖଲ କରିବ ତାହା ଭୋଟ ଗଣତି ପରେ ଜଣାପଡ଼ିବ । ଓଡ଼ିଶା ବିଧାନସଭାରେ ୧୪୭ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ରହିଛି …

ନେତାଙ୍କ ଭାଗ୍ୟ ପରୀକ୍ଷା: କିଏ ହାତେଇବେ କ୍ଷମତା Read More »

ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ୍ ଗଣତି

ଭୁବନେଶ୍ୱର: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । …

ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ୍ ଗଣତି Read More »

୧୬୮ କେନ୍ଦ୍ରରେ ହେବ ଭୋଟ ଗଣତି

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି । ଜଣାପଡ଼ିବ ନେତାଙ୍କ ଭାଗ୍ୟଫଳ । ରାଜ୍ୟର ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ଗଚ୍ଛିତ ଇଭିଏମରେ ନେତାଙ୍କ ଭାଗ୍ୟ ତାଲା ପଡିଛି । ମୋଟ ୧୬୮ କେନ୍ଦ୍ରରେ ଭୋଟ ଗଣତି କରାଯିବ । ୧୪୭ ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ର ପାଇଁ ପୃଥକ୍ ଭାବେ ଭୋଟ ଗଣନା କରାଯିବ । ପ୍ରତି ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭୋଟ ଗଣତି …

୧୬୮ କେନ୍ଦ୍ରରେ ହେବ ଭୋଟ ଗଣତି Read More »

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରୁଛି ପ୍ରଚାର । ଆସନ୍ତା ଶନିବାର ୮ଟି ରାଜ୍ୟରେ ୫୭ ଲୋକସଭା ଆସନରେ ହେବ ମତଦାନ । ଓଡ଼ିଶାର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୬ଟି ଲୋକସଭା ଆସନରେ ଆସନ୍ତା ୧ରେ ମତଦାନ ହେବ । ଏହା ସହିତ ଏସବୁ ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ …

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର Read More »

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନର ପ୍ରାର୍ଥୀ ଘୋଷଣା ହେବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିଦେଲେଣି । ଭୋଟରଙ୍କୁ କିପରି ନିଜ ଆଡ଼କୁ ଆକୃଷ୍ଟ କରିବେ ସେଥିଲାଗି ଅଣ୍ଟା ଭିଡ଼ି ଦେଇଛନ୍ତି । ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍ ନେତାଙ୍କୁ ନେଇ ନିଜ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି । ତେବେ ରାୟଗଡ଼ା ଜିଲାରେ ବିଜେଡିର ପ୍ରଚାର ପାଇଁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ …

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ Read More »

RSS
Follow by Email
Scroll to Top
Close Bitnami banner
Bitnami