eknath shinde vs uddhav thackeray

shiv sena party news, ncp party news, maharashtra politics, odia blog, rising odisha

ଶିବସେନା ସହିତ ଯାହା ହୋଇଥିଲା ଏନସିପି ସହିତ ସେଇଆ ହେବ

ରାଜନୀତିରେ କିଛି ମଧ୍ୟ ହୋଇପାରେ । ମିତ୍ର,ଶତ୍ରୁ ଏମିତିକି ପାରିବାରିକ ସମ୍ପର୍କ ମଧ୍ୟ ଏଥିରେ ସ୍ଥାୟୀ ନୁହେଁ । ମହାରାଷ୍ଟ୍ରରେ ଦାଦା ଓ ପୁତୁରାଙ୍କ ମଧ୍ୟରେ ଦଳ,ଚିହ୍ନ ଏବଂ ରାଜନୈତିକ ଉତ୍ତାରିଧିକାରକୁ ନେଇ ଚାଲିଥିବା ଲଢେଇ ଏହାର ପ୍ରମାଣ । ଏମିତିରେ ବି ଏହାର ଢେର ଉଦାହରଣ ରହିଛି । ଗୋଟିଏ ସମୟରେ ଚରଣ ସିଂହକୁ ଯେଉଁ ରାଜନାରୟଣ ତାଙ୍କ ରାମ ବୋଲି କହୁଥିଲେ କିଛି ଦିନ ପରେ ସେ ତାଙ୍କୁ ଚରଣ ବଦଳରେ ଚେୟାର ସିଂହ …

ଶିବସେନା ସହିତ ଯାହା ହୋଇଥିଲା ଏନସିପି ସହିତ ସେଇଆ ହେବ Read More »

maharashtra political crisis, bjp, shiv sena, eknath shinde, uddhav thackeray, rebel mlas, odia blog, rising odisha

ଶିବସେନା ବିଦ୍ରୋହ ପାରିବାରିକ ଦଳଙ୍କ ପାଇଁ ଆଲର୍ଟ, ଶିବସେନା ପରେ କାହା ପାଳି ?

ଶିବସେନାର ହୋଇଥିବା ବିଦ୍ରୋହ ସ୍ୱତଃ ଥିଲା ନା ଏହା ପଛରେ କୌଣସି ବାହ୍ୟ ଶକ୍ତିର ହାତ ରହିଛି ତାକୁ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି । ଆଗାମୀ ଅନେକ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା ଚାଲିବ ଏଥିରେ ସନ୍ଦେହ ନାହିଁ । ଆଲୋଚନର ବିଶୟ ଏହା ମଧ୍ୟ ଯେ ଏହି ବିଦ୍ରୋହର ‘ପ୍ରଯୋଜକ’ କିଏ ? କିଏ ପରଦା ପଛରେ ରହି ଗୋଟି ଚଳାଉଛି ? ଏହା ଟିମ୍ ୱାର୍କ ନା ଜଣେ ବ୍ୟକ୍ତିଙ୍କ …

ଶିବସେନା ବିଦ୍ରୋହ ପାରିବାରିକ ଦଳଙ୍କ ପାଇଁ ଆଲର୍ଟ, ଶିବସେନା ପରେ କାହା ପାଳି ? Read More »

shiv sena, shiv sena leader, eknath shinde, uddhav thackeray, dharamveer movie, rebel mlas, maharashtra political crisis, odia blog, rising odisha

ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’

ମହାରାଷ୍ଟ୍ର ରାଜନୀତିରେ ଗେମ ଚେଂଜର ହୋଇ ସାରିଥିବା ଏକନାଥ ସିନ୍ଦେଙ୍କ ବିଦ୍ରୋହ ମହାରାଷ୍ଟ୍ର ତଥା ଶିବସେନା ଇତିହାସର ସବୁଠାରୁ ବଡ଼ ରାଜନୈତିକ ବିଦ୍ରୋହରେ ପରିଣତ ହୋଇ ସାରିଛି । ଏବେ କୁହା ଯାଉଛି ଯେ, ଏକନାଥ ସିନ୍ଦେଙ୍କ ବିଦ୍ରୋହ ପଛରେ ଅନେକ କାରଣ ଥିବା ବେଳେ ଗୋଟିଏ କାରଣ ହେଉଛି ମରାଠି ଫିଲ୍ମ ଧର୍ମବୀର । ଧର୍ମବୀର ଫିଲ୍ମର ସ୍କ୍ରିନିଂ କାଳରେ ହିଁ ବିଦ୍ରୋହର ସ୍କ୍ରିପ୍ଟ ଲେଖା ଯାଇଥିବା ବୋଲି କୁହାଯାଉଛି । ଫିଲ୍ମ ଅଧାରୁ ଚାଲି …

ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’ Read More »

RSS
Follow by Email
Scroll to Top
Close Bitnami banner
Bitnami