ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲା ଇଡି

ନୂଆଦିଲ୍ଲୀ: ଥରେ କି ଦୁଇଥର ନୁହେଁ, ୫ ଥର ଇଡ଼ିର ନୋଟିସକୁ ଅଣଦେଖା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେଣୁ ତାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମନି ଲଣ୍ଡରିଂ ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ଥ ହୋଇଛି ତଦନ୍ତକାରୀ ସଂସ୍ଥା । ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଏହି ମାମଲାର …

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲା ଇଡି Read More »