ପିଜା ଖାଇ ମାସକରେ ୬ କେଜି କମାଇଲେ ଓଜନ

ଆଜିକାଲି ପ୍ରତ୍ୟେକ ଲୋକ ନିଜ ସ୍ୱାସ୍ଥ୍ୟକ ନେଇ ସଚେତନ । ସେଥିଲାଗି ନିଜକୁ ଫିଟ୍ ରଖିବା ପାଇଁ ନିୟମିତ ବ୍ୟାୟାମ,ଯୋଗ କରିଥାନ୍ତି । ଏଥିସହିତ ଖାଇବା ଉପରେ ନିୟନ୍ତ୍ରଣ କରିଥାନ୍ତି । ଏମିତି କି ଫାଷ୍ଟଫୁଡ଼ ଖାଦ୍ୟ ସମ୍ପୂର୍ଣ୍ଣ ତ୍ୟାଗ କରିଥାନ୍ତି । ହେଲେ ଜଣେ ପ୍ରଶିକ୍ଷକ ନିୟମିତ ଜଙ୍କଫୁଡ଼ ଖାଇଲେ ବି ଓଜନ ହ୍ରାସ ହୋଇପାରିବ ବୋଲି ଦାବି କରିଛନ୍ତି । ଏହାକୁ ପ୍ରମାଣ କରିବାକୁ ଯାଇ ଟ୍ରେନର ଜଣକ ନିୟମିତ ପିଜା ଖାଇ ଗୋଟେ …

ପିଜା ଖାଇ ମାସକରେ ୬ କେଜି କମାଇଲେ ଓଜନ Read More »