ଏଣିକି ରାଜ୍ୟର ସବୁ ସ୍କୁଲରେ ବାଜିବ ଜଳପାନ ବିରତି ଘଣ୍ଟି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକେ ପ୍ରଚଣ୍ଡ ଖରାରେ ଡ଼ହଳବିକଳ ହେଉଛନ୍ତି । ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଉଛି । କାରଣ ପାଣି ଠିକ୍ ଭାବେ ଛାତ୍ରଛାତ୍ରୀ ପିଉ ନ ଥିବାରୁ ଏପରି ସମସ୍ୟା ଦେଖାଦେଉଛି । ତେଣୁ ଏହି ଡିହାଇଡ଼୍ରେସନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । …
ଏଣିକି ରାଜ୍ୟର ସବୁ ସ୍କୁଲରେ ବାଜିବ ଜଳପାନ ବିରତି ଘଣ୍ଟି Read More »