ଏମିତି ଜଣେ ରାଷ୍ଟ୍ରପତି ଯିଏ ନିଜ ହାତ ବୁଣା ଶାଢି ନାତୁଣିକୁ ବାହାଘରରେ ଉପହାର ଭାବେ ଦେଇଥିଲେ..
ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଭାରତର ଆଗାମୀ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ । କାରଣ ତାଙ୍କ ପଛରେ ଶାସକ ଏନଡିଏ ମେଣ୍ଟ ସହିତ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଷ୍ଟ୍ରପତିଙ୍କ ବାବଦରେ କହିବୁ ଯିଏ ନିଜ ବେତନର ମାତ୍ର ୨୫ ପ୍ରତିଶତ ନେଉଥିଲେ । ବାକି ଟଙ୍କାକୁ ରାଜକୋଷକୁ ଫେରାଇ ଦେଉଥିଲେ । କେବଳ ଏତିକି …
ଏମିତି ଜଣେ ରାଷ୍ଟ୍ରପତି ଯିଏ ନିଜ ହାତ ବୁଣା ଶାଢି ନାତୁଣିକୁ ବାହାଘରରେ ଉପହାର ଭାବେ ଦେଇଥିଲେ.. Read More »