ମେଟା ଆଣିବ ନୂଆ ସେଫ୍ଟି ଟୁଲ୍, ଚାଟ୍ରେ ପଠାଇ ହେବନି ଅଶ୍ଳୀଳ ଚିତ୍ର
ନୂଆଦିଲ୍ଲୀ: ଏଣିକି ଚାଟ୍ରେ ପଠାଇ ହେବନାହିଁ ଆଉ ଅଶ୍ଳୀଳ ଚିତ୍ର । ମେଟା ଏକ ନୂତନ ‘ସେଫ୍ଟି ଟୁଲ୍’ ବା ନିରାପତ୍ତା ଉପକରଣ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହା ମାଧ୍ୟମରେ ଯୁବକ ଓ ଯୁବତୀମାନଙ୍କ ପର୍ସନାଲ୍ ଚାଟ୍ରେ ଅଶ୍ଳୀଳ ଚିତ୍ର ପଠାଇ ହେବନାହିଁ । ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ । ଇନ୍ଷ୍ଟାଗ୍ରାମ୍ ଓ ଫେସବୁକ୍ରେ ଏହାକୁ ପ୍ରଥମେ ଉପଲବ୍ଧ କରିବାକୁ ଯୋଜନା ରଖିଛି ମେଟା । ୧୩ ବର୍ଷରୁ କମ୍ ବୟସର …
ମେଟା ଆଣିବ ନୂଆ ସେଫ୍ଟି ଟୁଲ୍, ଚାଟ୍ରେ ପଠାଇ ହେବନି ଅଶ୍ଳୀଳ ଚିତ୍ର Read More »