dharmendra pradhan

ସମ୍ବଲପୁରକୁ ଅଶାନ୍ତ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ କରୁଥିବା ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନକୁ ଘାରିଛି ହାରିବା ଭୟ । ଏଥିପାଇଁ ସମ୍ବଲପୁରକୁ ଅଶାନ୍ତ କରିବାକୁ କରୁଛନ୍ତି ଚେଷ୍ଟା । ଭୋଟ୍ ଆଗରୁ ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ କରୁଛନ୍ତି ଉଦ୍ୟମ । ଏଭଳି ସାଂଘାତିକ ଅଭିଯୋଗ ଆଣି ଧର୍ମେନ୍ଦ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ହାରିବା ଭୟରେ ବିଜେପି ହୋଇପଡ଼ିଛି ରକ୍ତମୁଖା ବିଜେଡିର ଅଭିଯୋଗ ଅନୁସାରେ, ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇପଡ଼ିଛି । …

ସମ୍ବଲପୁରକୁ ଅଶାନ୍ତ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ କରୁଥିବା ଅଭିଯୋଗ Read More »

ଓଡ଼ିଶା ସଂସ୍କୃତି ବିରୋଧୀ ହେଲେ ଧର୍ମେନ୍ଦ୍ର

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଶାଣିତ ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କ ଅପରାଗତା ପେଡ଼ି ଖୋଲିବା ସହ ବାହାର ରାଜ୍ୟର ନେତାଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି ବୋଲି କହିଲେ ପ୍ରଣବ । ଏଥିସହ ଧର୍ମେନ୍ଦ୍ର ଓଡ଼ିଶା ସଂସ୍କୃତି ବିରୋଧୀ ବୋଲି କହି ଟାର୍ଗେଟ କରିଛନ୍ତି ପ୍ରଣବ । ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ ସୋସିଆଲ ମିଡିଆ ଏକ୍ସରେ …

ଓଡ଼ିଶା ସଂସ୍କୃତି ବିରୋଧୀ ହେଲେ ଧର୍ମେନ୍ଦ୍ର Read More »

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବ । ଆଜି ଶେଷଦିନ ପ୍ରଚାରରେ ଘମାଘୋଟ ପ୍ରଚାର ଚଳାଇଛନ୍ତି ସବୁଦଳ । ଏହି ପର୍ଯ୍ୟାୟରେ ହେଉଥିବା ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ଉପରେ ସମସ୍ତଙ୍କର ନଜର ରହିଛି । ସମ୍ବଲପୁରରେ …

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ Read More »

ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ ମିଛୁଆ ଏକଥା ଓଡିଶାବାସୀ ଜାଣିଥିଲେ । ଏବେ ତାଙ୍କର ପ୍ରମୋସନ୍ ହୋଇ ସେ ସୁପର ମିଛୁଆ ହୋଇସାରିଛନ୍ତି । ଏହା ପୁଣି ପ୍ରମାଣିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ବେଳେ କେନ୍ଦ୍ରୀୟ ସହାୟତା ନେଇ ସେ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଥିଲେ, ଯାହା ଧରାପଡିଯାଇଛି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି । ନବକଳେବର …

ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର Read More »

ପୁଣି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁଣି ନିୟମକୁ ଭାଙ୍ଗିଲେ ଧର୍ମେନ୍ଦ୍ର । ବାରମ୍ବାର ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବିଜେପି । ସମ୍ବଲପୁର ସଂସଦୀୟ କ୍ଷେତ୍ର ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପରିବର୍ତ୍ତନ ସଂକଳ୍ପ ଶୋଭାଯାତ୍ରା ସାମିଲ ହୋଇଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ରେଢାଖୋଲ କଲେଜ ଛକଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ରାମ ମନ୍ଦିର ଛକଠାରେ ପହଞ୍ଚିଲା । ସେଠାରେ ରାମ ମନ୍ଦିର ଯାଇ …

ପୁଣି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଧର୍ମେନ୍ଦ୍ର Read More »

 ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି  ଧର୍ମେନ୍ଦ୍ର  

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ଦୀର୍ଘ ବର୍ଷ ହେଲାଣି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି, ହେଲେ ବିଜେପି ତାଙ୍କୁ ଯୋଗ୍ୟ ଭାବୁନି । ଯେଉଁଥି ପାଇଁ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ରାଜ୍ୟରେ ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ରହିଛନ୍ତି, ମାତ୍ର ବିଜେପିର କିଏ ମୁଖ୍ୟମନ୍ତ୍ରୀ ଚେହେରା ତାହା କେହି ଜାଣି ନାହାନ୍ତି । ଯେଉଁଦିନ ବିଜେପି …

 ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି  ଧର୍ମେନ୍ଦ୍ର   Read More »

 ‘ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ ଧର୍ମେନ୍ଦ୍ର’

ଭୁବନେଶ୍ୱର: ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରି କହି ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଅସମ୍ମାନର ଜବାବ ଦେବେ ମିଶନ ଶକ୍ତି ମା’ ପ୍ରଣବ ଆହୁରି ମଧ୍ୟ କହିଛନ୍ତି, ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବାକୁ ସ୍ଥିର କରିବା ପରେ ମିଶନ ଶକ୍ତି ମାଆମାନଙ୍କ ଦୁବାଇ ଯାତ୍ରାକୁ ବନ୍ଦ କରିଦେଇଥିଲେ । ଆଉ ଯେବେ ନାମାଙ୍କନ ଭରିଲେ, ସେତେବେଳେ ମିଶନ ଶକ୍ତି …

 ‘ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ ଧର୍ମେନ୍ଦ୍ର’ Read More »

RSS
Follow by Email
Scroll to Top
Close Bitnami banner
Bitnami