ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’
ମହାରାଷ୍ଟ୍ର ରାଜନୀତିରେ ଗେମ ଚେଂଜର ହୋଇ ସାରିଥିବା ଏକନାଥ ସିନ୍ଦେଙ୍କ ବିଦ୍ରୋହ ମହାରାଷ୍ଟ୍ର ତଥା ଶିବସେନା ଇତିହାସର ସବୁଠାରୁ ବଡ଼ ରାଜନୈତିକ ବିଦ୍ରୋହରେ ପରିଣତ ହୋଇ ସାରିଛି । ଏବେ କୁହା ଯାଉଛି ଯେ, ଏକନାଥ ସିନ୍ଦେଙ୍କ ବିଦ୍ରୋହ ପଛରେ ଅନେକ କାରଣ ଥିବା ବେଳେ ଗୋଟିଏ କାରଣ ହେଉଛି ମରାଠି ଫିଲ୍ମ ଧର୍ମବୀର । ଧର୍ମବୀର ଫିଲ୍ମର ସ୍କ୍ରିନିଂ କାଳରେ ହିଁ ବିଦ୍ରୋହର ସ୍କ୍ରିପ୍ଟ ଲେଖା ଯାଇଥିବା ବୋଲି କୁହାଯାଉଛି । ଫିଲ୍ମ ଅଧାରୁ ଚାଲି …
ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’ Read More »