delhi cm arvind kejriwal

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଥିବା ବେଳେ , ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି । ସ୍ୱାମୀଙ୍କ ଅଡୁଆ ବଢୁଥିବା ଦେଖି ଏବେ ରାଗିଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ । ସୁନୀତା ସୋଶାଲ ମିଡିଆରେ ଏକ ନୋଟ୍ ପୋଷ୍ଟ କରି ଗର୍ଜ୍ଜିଛନ୍ତି । ସେ କେଜ୍ରିୱାଲଙ୍କ …

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ Read More »

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି । ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । କେଜ୍ରିିୱାଲଙ୍କ ଆବେଦନକୁ କୋର୍ଟ ରେଜିଷ୍ଟ୍ରି ମନା କରିଦେଇଛନ୍ତି । ଯେହେତୁ କେଜ୍ରିିୱାଲଙ୍କୁ ନିୟମିତ ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ଯିବାର ସ୍ୱାଧୀନତା ଦିଆଯାଇଛି । ଏଭଳି ପରିସ୍ଥିତିରେ ତାଙ୍କର ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କୁହାଯାଇଛି । ବର୍ତ୍ତମାନ ସିଏମ …

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା Read More »

ଇଡିର ଷଷ୍ଠ ସମନକୁ ବି ଏଡ଼ାଇଦେଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ସୋମବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଏଡ଼େଇ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ୫ ଥର ତାଙ୍କୁ ଇଡି ଡାକିଥିବା ବେଳେ ସେ ହାଜର ହୋଇ ନ ଥିଲେ । ଏଥର ଷଷ୍ଠ ଥର ବି ସେ ଇଡି ଡାକରା ସତ୍ତ୍ୱେ୍ୱ ବି ଜେରା ପାଇଁ ପହଞ୍ଚି ନାହାନ୍ତି । ଏକ ବିବୃତିରେ ଆପ୍ ଦୋହରାଇଛି ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା …

ଇଡିର ଷଷ୍ଠ ସମନକୁ ବି ଏଡ଼ାଇଦେଲେ କେଜ୍ରିୱାଲ୍‌ Read More »

RSS
Follow by Email
Scroll to Top
Close Bitnami banner
Bitnami