cricket world cup 2023

ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍

ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ । ଦଳ ଗ୍ରୁପ ଷ୍ଟେଜରୁ ବିଦାହେବା ପରେ ଏଭଳି କଠୋର ନିଷ୍ପତି ନେଇଛନ୍ତି କେନ୍ । ଏହାସହ ୨୦୨୪-୨୫ ସିଜିନ୍ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାମ ଫେରାଇନେଇଛନ୍ତି । ଯାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି କିୱି କ୍ରିକେଟ୍ ବୋର୍ଡ ଏବଂ ସାଥୀ ଖେଳାଳୀ । ଦଳର ଜଣେ ଅଭିଜ୍ଞ ଖେଳାଳୀଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ …

ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ Read More »

ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଷ୍ଟାଡ଼ିୟମରେ ବସି ଖେଳ ଦେଖିବେ ୧.୩୦ ଲକ୍ଷ ଲୋକ

ଅହମ୍ମଦାବାଦ: ସଜ୍ଜେଇ ହୋଇଛି ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡ଼ିୟମ । ରବିବାର ଏହି ଷ୍ଟାଡ଼ିିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦୀର୍ଘ ୨୦ ବର୍ଷ ପରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିବେ । ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରବିବାର ଫାଇନାଲ ମ୍ୟାଚରେ ଭାରତୀୟ ବିମାନ ବାହିନୀ ଦ୍ୱାରା ଗ୍ରାଣ୍ଡ ଏୟାର ଶୋ’ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଟସ୍ ପଡ଼ିବା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ …

ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଷ୍ଟାଡ଼ିୟମରେ ବସି ଖେଳ ଦେଖିବେ ୧.୩୦ ଲକ୍ଷ ଲୋକ Read More »

ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ରେ ବାଜି ମାରିଛି ଭାରତ । ଏଥିସହ ନ୍ୟୁଜିଲାଣ୍ଡଠୁ ୨୦୧୯ ସେମିର ବଦଲା ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ପହଂଚିବା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି । ସାରା ଦେଶରେ ଖୁସିର …

ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ Read More »

ଅପରାଜିତ ୨୦୧ ରନ୍ କରି କଙ୍ଗାରୁ ଟିମ୍ କୁ ଜିତାଇଲେ ଏହି ଷ୍ଟାର୍ ପ୍ଲେୟାର

ୱିକେଟ୍ ପରେ ୱିକେଟ୍ । ଆଫଗାନିସ୍ତାନର ଶକ୍ତିଶାଳୀ ବୋଲିଂ ଆଟାକ୍ ଆଗରେ ତିଷ୍ଠି ପାରି ନ ଥିଲେ ଅଷ୍ଟ୍ରେଲିଆ ବ୍ୟାଟର୍ । ପରାଜୟର ଦ୍ୱାର ଦେଶରେ ଥିଲା କଙ୍ଗାରୁ ଟିମ୍ । ସେମି ଫାଇନାଲ ରେସ୍‌ର ସମୀକରଣ ବି ବଦଳିଯିବା ଭଳି ଲାଗୁଥିଲା । ମାତ୍ର ୯୧ ରନ୍‌ରେ ୭ଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ । କିନ୍ତୁ କ୍ରିଜ୍‌କୁ ଆସିଥିଲେ ଗ୍ଲେନ୍ ମାକ୍ସୱେଲ । ଆଉ ସବୁ କିଛି ଓଲଟପାଲଟ୍ ହୋଇଯାଇଥିଲା । କ୍ରିକେଟ୍ ଇତିହାସରେ ଏଭଳି …

ଅପରାଜିତ ୨୦୧ ରନ୍ କରି କଙ୍ଗାରୁ ଟିମ୍ କୁ ଜିତାଇଲେ ଏହି ଷ୍ଟାର୍ ପ୍ଲେୟାର Read More »

ଦମଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଲା ଭାରତ

ବିଶ୍ୱକପ ର ଆରମ୍ଭରୁ ଭାରତୀୟଙ୍କ ମନ ଜିଣିଲା ଭାରତୀୟ ଟିମ । କଙ୍ଗାରୁ ଟିମ କୁ ବିରାଟ କୋହଲି ଓ କେ ଏଲ ରାହୁଲ ଦମଦାର ଧୋଇବା ସହ ପ୍ରଥମ ମ୍ୟାଚ୍ କୁ ନିଜ ନାମରେ କରିଛି ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ ୧୯୯ ରନରେ ଅଲଆଉଟ କରି ୨୦୦ ରନ ର ଟାର୍ଗେଟ ନେଇ ପଡିଆକୁ ଓଲ୍‌ହାଇଥିଲା ଭାରତୀୟ ଦଳ । କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ର ସାମ୍ନା କରିଥିଲା ଭାରତ । …

ଦମଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଲା ଭାରତ Read More »

RSS
Follow by Email
Scroll to Top
Close Bitnami banner
Bitnami