cricket t20 world cup 2024

ପ୍ରଥମ ଥର ଫାଇନାଲରେ ସାଉଥ୍ ଆଫ୍ରିକା

ସେମିଫାଇନାଲରେ ୯ ୱିକେଟ୍ ରେ ବିଜୟ ସହ ଦକ୍ଷିଣ ଆଫ୍ରିକା ଟି -୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ହୋଇପାରିଛି । ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ପ୍ରବେଶ କରିଛି । ପ୍ରଥମଥର ପାଇଁ ଆଫ୍ରିକୀୟ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂକରି ମାତ୍ର ୫୬ ରନ କରିବା ପାଇଁ ସକ୍ଷମ ହୋଇଥିଲା …

ପ୍ରଥମ ଥର ଫାଇନାଲରେ ସାଉଥ୍ ଆଫ୍ରିକା Read More »

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର …

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ Read More »

ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଲଗାତାର ତୃତୀୟ ବିଜୟ ହାସଲ କରିବା ସହିତ ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି -୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ନିଜର ସ୍ଥାନକୁ ସୁପର-୮ରେ ସୁରକ୍ଷିତ କରି ନେଇଛି । ଗ୍ରୁପ୍‌-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ଚଳିତ ବିଶ୍ୱକପରେ …

ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ Read More »

RSS
Follow by Email
Scroll to Top
Close Bitnami banner
Bitnami