cricket news update

ହାରିଲା ଭାରତ, ଶୁଖିଗଲା ଚେହେରା

ଇଣ୍ଡିଆ ଏବଂ ଶ୍ରୀଲଙ୍କା ମ୍ୟାଚ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ପ୍ରଥମ ଥର ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ସମ୍ଭାଳୁଛନ୍ତି । ଯଦିଓ ଗମ୍ଭୀରଙ୍କ ଅଧୀନରେ ଭାରତ ଟି-୨୦ ସିରିଜରେ କ୍ଲିନ୍ ସ୍ୱିପ୍ କରିଛି କିନ୍ତୁ ଓଡିଆଇ ସିରିଜରେ ରୋହିତ ଏବଂ ଟିମ୍ ର ସ୍ଥିତି ଆଦୌ ଭଲ ଦେଖାଯାଉନାହିଁ । ରବିବାର ଅନୁଷ୍ଠିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଟିମ୍ ଇଣ୍ଡିଆକୁ ୩୨ ରନରେ ପରାସ୍ତ …

ହାରିଲା ଭାରତ, ଶୁଖିଗଲା ଚେହେରା Read More »

କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍

ଟି-୨୦ ଫର୍ମାଟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେବା ପରେ ଭାରତୀୟ କ୍ରିକେଟରେ ଦଳୀୟ ସନ୍ତୁଳନକୁ ନେଇ ହଲଚଲ ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ ଦାଇତ୍ୱ ହସ୍ତାନ୍ତର କରାଯାଇଛି , କିନ୍ତୁ ସମସ୍ତଙ୍କ ନଜର ଶୁଭମାନ ଗିଲଙ୍କ ଉପରେ ରହିଛି । ଗିଲଙ୍କୁ କେବଳ ଟି -୨୦ ନୁହେଁ ବରଂ ଦିନିକିଆ ସିରିଜର ଉପ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି ।   ଏହି …

କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍ Read More »

ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍

ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେବେନି ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ , ରନ୍ ମେସିନ୍ ସୂର୍ଯ୍ୟକୁମାର ଯାଦବ ହେବେ ଟିମ୍ ଇଣ୍ଡିଆ ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଭାରତୀୟ ଦଳର ନୂଆ ଅଧିନାୟକ ଓ କୋଚ୍ ଯୋଡିର ଯୁଗ ଆରମ୍ଭ ।ହିଟ୍ ମ୍ୟାନ୍ ଅବସର ନେବା ପରେ ଏବେ ତାଙ୍କ ସ୍ଥାନକୁ ଧସେଇ ପଶିଛନ୍ତି ଫଟାଫଟ୍ କ୍ରିକେଟ୍ ଫର୍ମାଟର ରନ୍ ମେସିନ୍ । ଅଧିନାୟକ ରୋହିତ୍ ଶର୍ମାଙ୍କ ଅବସର ଘୋଷଣାପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ …

ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍ Read More »

RSS
Follow by Email
Scroll to Top
Close Bitnami banner
Bitnami