cricket news odia

ହାରିଲା ଭାରତ, ଶୁଖିଗଲା ଚେହେରା

ଇଣ୍ଡିଆ ଏବଂ ଶ୍ରୀଲଙ୍କା ମ୍ୟାଚ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ପ୍ରଥମ ଥର ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ସମ୍ଭାଳୁଛନ୍ତି । ଯଦିଓ ଗମ୍ଭୀରଙ୍କ ଅଧୀନରେ ଭାରତ ଟି-୨୦ ସିରିଜରେ କ୍ଲିନ୍ ସ୍ୱିପ୍ କରିଛି କିନ୍ତୁ ଓଡିଆଇ ସିରିଜରେ ରୋହିତ ଏବଂ ଟିମ୍ ର ସ୍ଥିତି ଆଦୌ ଭଲ ଦେଖାଯାଉନାହିଁ । ରବିବାର ଅନୁଷ୍ଠିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଟିମ୍ ଇଣ୍ଡିଆକୁ ୩୨ ରନରେ ପରାସ୍ତ …

ହାରିଲା ଭାରତ, ଶୁଖିଗଲା ଚେହେରା Read More »

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରିବ । ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ଏହାପୂର୍ବରୁ ଏସିଆ …

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ Read More »

RSS
Follow by Email
Scroll to Top
Close Bitnami banner
Bitnami