cricket match

ମ୍ୟାଚ ଚାଲିଥିବା ବେଳେ ପଡ଼ିଆରେ ପଶିଲା ଗୋଧି

କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ପଶିଗଲା ଗୋଧି । କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ । ଗୋଧିକୁ ପଡ଼ିଆରେ ଦେଖି ଦର୍ଶକ ଓ ଖେଳାଳି ଆତଙ୍କିତ ହୋଇପଡ଼ିଥିଲେ । ଏଭଳି ଏକ ଅଜବ ଘଟଣା ଘଟିଛି କଲମ୍ବୋରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ Earlier snakes and now a monitor lizard. …

ମ୍ୟାଚ ଚାଲିଥିବା ବେଳେ ପଡ଼ିଆରେ ପଶିଲା ଗୋଧି Read More »

ଟି-ଟେଣ୍ଟିି ସିରିଜ୍‌ର ତୃତୀୟ ମ୍ୟାଚ୍ ରେ ବାଜି ମାରିଲା ଅଷ୍ଟ୍ରେଲିଆ

ଗୌହାଟୀ ରେ ଖେଳାଯାଇଥିବା ଟି-ଟେଣ୍ଟି ସିରିଜ୍ ର ତୃତୀୟ ମ୍ୟାଚ୍ କୁ ଭାରତ ହାତରୁ ଛଡାଇ ନେଇଛି କଙ୍ଗାରୁ ଟିମ୍ । ମ୍ୟାଚ୍ ରୋମାଞ୍ଚକର ରହିଥିବା ବେଳେ ଶେଷ ବଲ୍ ରେ ଚୌକା ମାରି ନିଜ ଟିମ୍ କୁ ବିଜୟ କରାଇଥିଲେ ମାକ୍ସୱେଲ୍ । ଏଥିସହ ସିରିଜ୍ ରେ ୨-୧ ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅପରାଜିତ ଶତକ ଆଧାରରେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜର …

ଟି-ଟେଣ୍ଟିି ସିରିଜ୍‌ର ତୃତୀୟ ମ୍ୟାଚ୍ ରେ ବାଜି ମାରିଲା ଅଷ୍ଟ୍ରେଲିଆ Read More »

ଜନ୍ମଦିନରେ କିଙ୍ଗ୍ କୋହଲିଙ୍କ ‘ବିରାଟ୍ କୀର୍ତ୍ତିମାନ’

ନିଜ ୩୫ତମ ଜନ୍ମଦିନରେ କିଙ୍ଗ କୋହଲି ରଚିଛନ୍ତି ବିରାଟ କୀର୍ତ୍ତିମାନ । ଦିନିକିଆ କ୍ରିକେଟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ଭାରତୀୟ ରନ ମେସିନ କୋହଲି । ଏହା ହେଉଛି କୋହଲିଙ୍କ ଦିନିକିଆ କ୍ୟାରିୟରର ୪୯ତମ ଶତକ । ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରୁ ୪୯ ଶତକ ହାସଲ କରିଥିଲେ । ତେବେ ବିରାଟ ମାତ୍ର ୨୭୭ଟି ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ଦିନିକିଆରେ ସର୍ବାଧିକ …

ଜନ୍ମଦିନରେ କିଙ୍ଗ୍ କୋହଲିଙ୍କ ‘ବିରାଟ୍ କୀର୍ତ୍ତିମାନ’ Read More »

RSS
Follow by Email
Scroll to Top
Close Bitnami banner
Bitnami