ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ, ଏମିତି କହିଲେ ଶର୍ମିଷ୍ଠା ମୁଖାର୍ଜୀ

ନୂଆଦିଲ୍ଲୀ : କଂଗ୍ରେସ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବହୁତ ଖରାପ ପ୍ରଦର୍ଶନ କରିଛିି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସର ଚେହେରା ଥିଲେ । ଯଦି କୌଣସି ଦଳ ଏକ ନିର୍ଦ୍ଦିଷ୍ଟ ନେତାଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ହାରିଯାଉଛି, ତେବେ ଏହା ବିଷୟରେ ଚିନ୍ତା କରିବା ଜରୁରୀ ଅଟେ । ତାଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ । ଏପରି କିଛି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ …

ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ, ଏମିତି କହିଲେ ଶର୍ମିଷ୍ଠା ମୁଖାର୍ଜୀ Read More »