congress rahul gandhi

ସଭା ମଝିରେ ମୁଣ୍ଡରେ ପାଣି ଢାଳିଲେ ରାହୁଲ

ନୂଆଦିଲ୍ଲୀ: ଅସହ୍ୟ କରିଲା ଗରମ । ସହି ହେଲାନି । ବାଧ୍ୟ ହୋଇ ସଭା ମଝିରେ ନିଜ ମୁଣ୍ଡରେ ପାଣି ଢ଼ାଳିଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ଏପରି କରୁଥିବା ଦେଖି ଉପସ୍ଥିତ ଦର୍ଶକ ତାଳି ମାରିବା ଆରମ୍ଭ କରିଥିଲେ । ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଓରିଆରେ ନିର୍ବାଚନୀ ସଭାରେ ଦେଉଥିଲେ ଉଦ୍‌ବୋଧନ ଲୋକସଭା ନିର୍ବାଚନରେ ସପ୍ତମ ତଥା …

ସଭା ମଝିରେ ମୁଣ୍ଡରେ ପାଣି ଢାଳିଲେ ରାହୁଲ Read More »

ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଛି ବେକାରୀ ସମସ୍ୟା । ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେକାରୀ ହିଁ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି । ମୋଦୀଙ୍କ ନୀତି ଯୋଗୁଁ ଦେଶର ନାଗରିକମାନେ କର୍ମସଂସ୍ଥାନ ପାଉ ନାହାନ୍ତି । ବେକାରୀ ହିଁ ସୁରକ୍ଷା ଉଲ୍ଲଂଘନର କାରଣ । ଭାରତୀୟ ଜନସମୂହ ସମ୍ପ୍ରତି ସମ୍ମୁଖୀନ ହେଉଥିବା …

ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍ ଗାନ୍ଧୀ Read More »

ୟୁପି ପାଇଁ କଂଗ୍ରେସର ବଡ ପ୍ଲାନ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କ୍ଷମତାର ରାସ୍ତା ଉତ୍ତରପ୍ରଦେଶ ଦେଇ ଯାଇଥାଏ, କାରଣ ଏଥିରେ ସର୍ବାଧିକ ଲୋକସଭା ଆସନ ରହିଛି । ପିଟି ଜବାହର ଲାଲ ନେହେରୁ ଠାରୁ ନରେନ୍ଦ୍ର ମୋଦୀ ପର୍ଯ୍ୟନ୍ତ ସମସ୍ତେ ଉତ୍ତରପ୍ରଦେଶରୁ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହି ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶର ରାଜନୈତିକ ମହତ୍ୱ୍ୱ ବୁଝିହେବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୟୁପି ରାଜନୀତି ଏକ ନୂଆ ମୋଡ଼ ନେଇଥିବା ଜଣାପଡିଛି । ରାଜ୍ୟରେ ୮୦ ଟି ଆସନ ଜିତିବା ପାଇଁ ବିଜେପି ଏକ …

ୟୁପି ପାଇଁ କଂଗ୍ରେସର ବଡ ପ୍ଲାନ୍‌ Read More »

କିଙ୍ଗମେକର ହେବାକୁ ଚାହୁଁଛନ୍ତି ମାୟା !

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଏବଂ କଂଗ୍ରେସର ପରାଜୟକୁ ସମର୍ଥନ କରୁଥିବା ଏକ ଭିଡିଓକୁ ମାୟାବତୀ ନକଲି ବୋଲି କହିଛନ୍ତି । ଗତ କିଛି ଦିନ ହେବ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି, ଯେଉଁଥିରେ ସେ କଂଗ୍ରେସ ଦଳକୁ ପରାସ୍ତ କରିବାକୁ ଆବେଦନ କରୁଥିବା ଦେଖାଯାଉଛି । ଏହି ଭିଡିଓ ଉପରେ ତାଙ୍କର ସ୍ପଷ୍ଟୀକରଣରେ ସେ କଂଗ୍ରେସ ଦଳକୁ ଦାୟିତ୍ୱ ଦେଇଛନ୍ତି । ଏହି ନକଲି ଭିଡିଓ …

କିଙ୍ଗମେକର ହେବାକୁ ଚାହୁଁଛନ୍ତି ମାୟା ! Read More »

RSS
Follow by Email
Scroll to Top
Close Bitnami banner
Bitnami