congress news

୪ହଜାର ଟଙ୍କିଆ ପ୍ୟାକେଜ୍ ଘୋଷଣା କଲେ ରାହୁଲ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଙ୍ଗାନାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ମହିଳାମାନଙ୍କୁ ପ୍ରତି ମାସରେ ୪୦୦୦ ଟଙ୍କା ପ୍ୟାକେଜ୍ ଦିଆଯିବ । ମହିଳାମାନେ ୫୦୦ ଟଙ୍କା ରିହାତି ମୂଲ୍ୟରେ ସିଲିଣ୍ଡର ପାଇବେ ଏବଂ ବସ୍ ସେବା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାୟିତ୍ୱ ଗ୍ରହଣ …

୪ହଜାର ଟଙ୍କିଆ ପ୍ୟାକେଜ୍ ଘୋଷଣା କଲେ ରାହୁଲ୍‌ Read More »

sonia gandhi, congress news, kapil sibal, congress crisis, rising odisha, odia blog

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର …

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ? Read More »

RSS
Follow by Email
Scroll to Top
Close Bitnami banner
Bitnami