ରାଏବରେଲୀ, ଆମେଠିରୁ ଗାନ୍ଧୀ ପରିବାର ନ ଲଢିଲେ କାହାକୁ ଟିକେଟ ଦେବ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲୋକ ସଭା ଆସନ ରାଏବରେଲୀ ଏବଂ ଆମେଠିରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଏହି ଦୁଇ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରାହୁଲ ଗାନ୍ଧୀ ଆମେଠିରୁ ପ୍ରାର୍ଥୀ ହେବେ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀଙ୍କରୁ ପ୍ରାର୍ଥୀ ହେବେ ବୋଲି ଜଣାଯାଇଛି । ଏହି ସମୟରେ କଳ୍ପନାଜଳ୍ପନା ହେଉଛି ଯେ ଯଦି ଗାନ୍ଧୀ ପରିବାର ଏଠାରୁ ନିର୍ବାଚନ ନ ଲଢନ୍ତି, ତା’ହେଲେ …

ରାଏବରେଲୀ, ଆମେଠିରୁ ଗାନ୍ଧୀ ପରିବାର ନ ଲଢିଲେ କାହାକୁ ଟିକେଟ ଦେବ କଂଗ୍ରେସ Read More »