congress leader rahul gandhi

ରାହୁଲଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ଥାନେର ଏକ ଅତାଲତ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ୱୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଛି । ତେବେ ଦାଖଲ ହୋଇଥିବା ମାନହାନି ମାମଲାରେ ଲିଖିତ ବିବୃତ୍ତି ଦାଖଲ କରିବାରେ ବିଳମ୍ବ ହେତୁ ଶୁକ୍ରବାର କଂଗ୍ରେସ ନେତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି ଅଦାଲତ । ଲିଖିତ ବିବୃତ୍ତି …

ରାହୁଲଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ Read More »

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର

ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ମିଳିଲା ଅନୁମତି । ମଣିପୁର ସରକାର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବୁଧବାର ଅନୁମତି ଦେଇଛନ୍ତି । ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି । ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଅନୁମତି ଦେଇନାହାନ୍ତି । ୧୫ଟି ରାଜ୍ୟ ବୁଲିବ ଏହି ଯାତ୍ରା ଆସନ୍ତା …

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର Read More »

ଯେଉଁ ଦଳର ନେତା ମୂର୍ଖ ସେମାନେ ହିଁ ଭୟ କରନ୍ତି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଛକାପଞ୍ଝା । ଏହାରି ଭିତରେ ହାତ ଦଳ ଉପରେ ଖୁବ୍ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଗୁରୁବାର ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି ସ୍ମୃତି । ଦୁର୍ନୀତି, ଆଇନ ଶୃଙ୍ଖଳା, ମହିଳାଙ୍କ ବିରୋଧରେ ଅପରାଧ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କଂଗ୍ରସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ‘ଯାହାର ନେତା ମୂର୍ଖ, ସେମାନେ ଭୟଭୀତ ଅନୁଭବ କରନ୍ତି, ଆମେ ସିଂହ ଦଳର କର୍ମୀ …

ଯେଉଁ ଦଳର ନେତା ମୂର୍ଖ ସେମାନେ ହିଁ ଭୟ କରନ୍ତି Read More »

ଏପର୍ଯ୍ୟନ୍ତ ରାଜସ୍ଥାନରେ ରାଲି କରି ନାହାନ୍ତି ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ପରେ ରାହୁଲ ଗାନ୍ଧୀ ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରଚାର କରିନାହାଁନ୍ତି । ତେବେ ଉଭୟ ପ୍ରିୟଙ୍କା ଏବଂ ଖର୍ଗେ ରାଜସ୍ଥାନରେ ପ୍ରଚାର କରିଛନ୍ତି । ଗେହଲଟଙ୍କ ପ୍ରତି ତାଙ୍କର ଅସନ୍ତୋଷ ମଧ୍ୟ ଏହା ପଛରେ ଏକ କାରଣ ବୋଲି ବିବେଚନା କରାଯାଉଛି । ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପାର୍ଟିରେ ଏକତାର ବାର୍ତ୍ତା ପଠାଇବାକୁ ଗେହଲଟଙ୍କୁ ପାର୍ଟି ପୋଷ୍ଟରରେ ସଚିନ ପାଇଲଟଙ୍କ ଫଟୋକୁ ପର୍ଯ୍ୟାପ୍ତ ସ୍ଥାନ ଦେବାକୁ ପରାମର୍ଶ ଦିଆଯାଇଛି । ଗେହଲଟଙ୍କ ଉପରେ …

ଏପର୍ଯ୍ୟନ୍ତ ରାଜସ୍ଥାନରେ ରାଲି କରି ନାହାନ୍ତି ରାହୁଲ Read More »

ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏହା ମାଧ୍ୟମରେ ରୋଜଗାର ନଷ୍ଟ ହୋଇଯାଇଛି ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ ହୋଇଯାଇଛି । ସେ ବିମୁଦ୍ରୀକରଣକୁ ଏକ ଅସ୍ତ୍ର ବୋଲି କହିଥିଲେ, ଯାହା ମାଧ୍ୟମରେ ମୋଦୀଙ୍କ ପରମ ମିତ୍ରଙ୍କ ବ୍ୟାଗ ଭରାଯାଇଥିଲା ଏବଂ ତାଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରାଯାଇଥିଲା । ବିମୁଦ୍ରୀକରଣର ସାତ ବର୍ଷ ପୁରିଛି । ନଭେମ୍ବର ୮, ୨୦୧୬ ରେ ସରକାର ବିମୁଦ୍ରୀକରଣ …

ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର Read More »

ଲୋକପ୍ରିୟତା ସାଉଁଟିବାକୁ ଉଦ୍ୟମ ଜାରି ରଖିଛନ୍ତି କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ର ରେ ମୋଦି ସରକାରକୁ ଚେକ୍ ଦେବା ସହ ବିଜେପି କୁ କ୍ଷମତା ରୁ ହଟାଇବା ହେଉଛି କଂଗ୍ରେସର ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ଏବେ ଜନ ସାଧାରଣଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଜାରି ରଖିଛି କଂଗ୍ରେସ । ଆଉ ଏହାର ମଙ୍ଗ ଧରିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧକ୍ଷ ରାହୁଲ୍ ଗାନ୍ଧୀ । ବିଭିନ୍ନ ସମୟରେ ସର୍ବସାଧାରଣ ସ୍ଥାନ ରେ ରାହୁଲ୍ ଙ୍କୁ ଭିନ୍ନ ଭିନ୍ନ ନଜର୍ ରେ …

ଲୋକପ୍ରିୟତା ସାଉଁଟିବାକୁ ଉଦ୍ୟମ ଜାରି ରଖିଛନ୍ତି କଂଗ୍ରେସ ସାଂସଦ Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

RSS
Follow by Email
Scroll to Top
Close Bitnami banner
Bitnami