congress leader rahul gandhi

ରାଏବରେଲି-ୱାଏନାଡରେ ରାହୁଲ ଆଗୁଆ

ନୂଆଦିଲ୍ଲୀ: କଂଗ୍ରେସର ଦବଦବା ଶେଷ ହୋଇସାରିଛି । ଦଳ ଆଉ ଲଢ଼ିବା ଅବସ୍ଥାରେ ନାହିଁ । ବିରୋଧୀ ଏପରି ଦାବି କରୁଥିବା ବେଳେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଏବରେଲି-ୱାଏନାଡରେ କମାଲ କରିଛନ୍ତି ରାହୁଲ । ସେ ଉଭୟ ରାଏବରେଲି-ୱାଏନାଡରେ ବିରୋଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ।ମିଳିଥିବା ସୂଚନା ମୁତାବକ, ୱାଏନାଡରେ କଂଗ୍ରେସ ନେତା ରାହୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ବରିଷ୍ଠ ନେତା ଆନି ରାଜାଙ୍କଠାରୁ ୨,୧୫,୬୧୪ …

ରାଏବରେଲି-ୱାଏନାଡରେ ରାହୁଲ ଆଗୁଆ Read More »

ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲ କଲେ ଅସ୍ୱୀକାର

ନୂଆଦିଲ୍ଲୀ : ଏକଜିଟ୍ ପୋଲ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି । ଭୋଟଗଣତି ପୂର୍ବରୁ ସମସ୍ତ ସର୍ଭେ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ମନଗଢା ବୋଲି କହିଛନ୍ତି ରାହୁଲ । ଅଧିକାଂଶ ଏକଜିଟ୍ ପୋଲ ଦେଶରେ ବିଜେପି ସରକାର ଗଢିବ ବୋଲି ରିପୋର୍ଟ ଦେଇଛନ୍ତି । ଲୋକସଭାରେ ୨୯୫ ଆସନ ସହ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି …

ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲ କଲେ ଅସ୍ୱୀକାର Read More »

ସଭା ମଝିରେ ମୁଣ୍ଡରେ ପାଣି ଢାଳିଲେ ରାହୁଲ

ନୂଆଦିଲ୍ଲୀ: ଅସହ୍ୟ କରିଲା ଗରମ । ସହି ହେଲାନି । ବାଧ୍ୟ ହୋଇ ସଭା ମଝିରେ ନିଜ ମୁଣ୍ଡରେ ପାଣି ଢ଼ାଳିଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ଏପରି କରୁଥିବା ଦେଖି ଉପସ୍ଥିତ ଦର୍ଶକ ତାଳି ମାରିବା ଆରମ୍ଭ କରିଥିଲେ । ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଓରିଆରେ ନିର୍ବାଚନୀ ସଭାରେ ଦେଉଥିଲେ ଉଦ୍‌ବୋଧନ ଲୋକସଭା ନିର୍ବାଚନରେ ସପ୍ତମ ତଥା …

ସଭା ମଝିରେ ମୁଣ୍ଡରେ ପାଣି ଢାଳିଲେ ରାହୁଲ Read More »

କ୍ଷମତାକୁ ଆସିଲେ ରାହୁଲ ପୂରଣ କରିବେ ୫ ଗ୍ୟାରେଣ୍ଟି

ସାଲେପୁର: ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ପୂରଣ କରିବେ ୫ ଗ୍ୟାରେଣ୍ଟି । କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା । ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର । ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା । ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି …

କ୍ଷମତାକୁ ଆସିଲେ ରାହୁଲ ପୂରଣ କରିବେ ୫ ଗ୍ୟାରେଣ୍ଟି Read More »

ରାହୁଲ ଗାନ୍ଧୀ ବିରତି ନେବା ଦରକାର: ପ୍ରଶାନ୍ତ କିଶୋର

  ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରତି ନେବା ଉଚିତ୍ । କାରଣ ୧୦ ବର୍ଷ ହେଲା କୌଣସି ସଫଳତା ବିନା ସମାନ କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମତ ଦେଇଛନ୍ତି । ଯଦି ଲୋକସଭା ନିର୍ବାଚନରେ କଂଗ୍ରେସ ଆବଶ୍ୟକୀୟ ଫଳାଫଳ ନ ପାଏ ତେବେ ରାହୁଲ ଗାନ୍ଧୀ ପଛକୁ ଯିବାକୁ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି । ରାହୁଲ ବିରତି ନେଇ ଅନ୍ୟ କାହାକୁ …

ରାହୁଲ ଗାନ୍ଧୀ ବିରତି ନେବା ଦରକାର: ପ୍ରଶାନ୍ତ କିଶୋର Read More »

‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ରାହୁଲଙ୍କ ଏଭଳି ମନ୍ତବ୍ୟ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ …

‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି Read More »

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ଗାଡି ଉପରେ ଆକ୍ରମଣ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ । ବୁଧବାର ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ କାର ଉପରେ ଆକ୍ରମଣ କରାଯାଇଛି । ତାଙ୍କ କାର ଉପରକୁ ପଥର ଫିଙ୍ଗାଯାଇଛି । ଯେଉଁଥିରେ ଗାଡିର କାଚ ଭାଙ୍ଗି ଯାଇଛି । ତେବେ ପଥର ଫିଙ୍ଗିବା ପରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ସ୍ପଷ୍ଟ ହୋଇନାହିଁ । ଗାଡ଼ିର କାଚ ଭାଙ୍ଗିଯାଇଛି ପଶ୍ଚିମବଙ୍ଗର ମାଳଦାଠାରେ ରାହୁଲ ଗାନ୍ଧୀଙ୍କ କନଭେକୁ …

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ଗାଡି ଉପରେ ଆକ୍ରମଣ Read More »

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ । କ୍ରାଉଡ ଫଣ୍ଡ ଅଭିଯାନରେ ଏହି ନୂତନ ପଦକ୍ଷେପ ନିଆଯାଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ସଂଗ୍ରହ ଅତିକ୍ରମ କରିବାକୁ ଆଶା ରଖାଯାଇଛି । ଗତ ଡ଼ିସେମ୍ବର ୧୮ ତାରିଖରେ ଦଳ ଅନ୍‌ଲାଇନ ଦାନ ଅଭିଯାନ ଆରମ୍ଭ କରିଛି । ଶନିବାର ଦୁଇ ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ଆୟ କରିଛି ବୋଲି କହିଛନ୍ତି …

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ Read More »

ପଶ୍ଚିମବଙ୍ଗରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ବିରୋଧ ପ୍ରଦର୍ଶନ କଲା ଟିଏମସି । ପଶ୍ଚିମବଙ୍ଗ କୁଚବିହାରଠାରେ ତୃଣମୂଳ କଂଗ୍ରେସ ପାର୍ଟି କର୍ମୀମାନେ ପୋଷ୍ଟର ପ୍ରଦର୍ଶନ କରି ବିରୋଧ କରିଛନ୍ତି । ଆଜି ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟସହଯୋଗୀ ତୃଣମୂଳ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ପାଇଁ …

ପଶ୍ଚିମବଙ୍ଗରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା Read More »

ରାହୁଲଙ୍କୁ ମନ୍ଦିର ଯିବାକୁ କରାଗଲା ବାରଣ

ଗୁଆହାଟୀ : ଆଧ୍ୟାତ୍ମିକତାର ଆନନ୍ଦମୟ ପରିବେଶରେ ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି ତୀର୍ଥରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଅନେକ ନେତା,ଅଭିନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ । ହେଲେ ଆଜି ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ଛାଡ଼ିଲେନି । ପୁର୍ବରୁ ତାଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଉ ନ ଥିଲା । ହେଲେ ଆଜି ମନ୍ଦିର ଭିତରକୁ ଯିବାକୁ ମନା କରାଯାଇଛି ବୋଲି ସେ ଅଭିଯୋଗ …

ରାହୁଲଙ୍କୁ ମନ୍ଦିର ଯିବାକୁ କରାଗଲା ବାରଣ Read More »

RSS
Follow by Email
Scroll to Top
Close Bitnami banner
Bitnami