congress election news

ବିଜେପି ଉପରେ ବର୍ଷିଲେ ଗେହଲଟ: କହିଲେ କେବଳ ଧାର୍ମିକ ଭାବନାକୁ ଉତ୍ସାହିତ କରୁଛି ବିଜେପି

ନୂଆଦିଲ୍ଲୀ :  ଜୟପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଗେହଲଟ କହିଛନ୍ତି ଯେ ହିନ୍ଦୁ-ମୁସଲମାନ ବ୍ୟତୀତ ବିଜେପିର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ । କେବଳ ଧାର୍ମିକ ଭାବନାକୁ ଉତ୍ସାହିତ କରିବା ପାଇଁ ବିଜେପି କାର୍ଯ୍ୟ କରୁଛି ଅଶୋକ ଗେହଲଟ୍ କହିଛନ୍ତି ଯେ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ ବିଜେପି ସରକାର ଗଠନ ହେବ ନାହିଁ । ପୁଣି ସରକାର ଗଠନ କରିବ କଂଗ୍ରେସ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ …

ବିଜେପି ଉପରେ ବର୍ଷିଲେ ଗେହଲଟ: କହିଲେ କେବଳ ଧାର୍ମିକ ଭାବନାକୁ ଉତ୍ସାହିତ କରୁଛି ବିଜେପି Read More »

ଫାଳ ଫାଳ ହୋଇଥିବା କଂଗ୍ରେସକୁ ଏକତ୍ର କରୁଛନ୍ତି ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ପାଞ୍ଚଟି ରାଜ୍ୟରେ କଂଗ୍ରେସକୁ ଜିତାଇବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତି , କିନ୍ତୁ ତେଲେଙ୍ଗାନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ଦୀର୍ଘ ଦିନର ରଣନୀତି ଦର୍ଶାଉଛି ଯେ ସେ ଏକ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ସର୍ବଶେଷରେ, ରାହୁଲ ଗାନ୍ଧୀ ଦକ୍ଷିଣରେ କଂଗ୍ରେସକୁ ଆଗେଇ ନେବାକୁ ଅଣ୍ଟା ଭିଡିଛନ୍ତି । ତେଲେଙ୍ଗାନା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ଭାରତ ଯୋଡ ଯାତ୍ରା ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସ ଫାଳ ଫାଳ ହୋଇଯାଇଥିଲା, …

ଫାଳ ଫାଳ ହୋଇଥିବା କଂଗ୍ରେସକୁ ଏକତ୍ର କରୁଛନ୍ତି ରାହୁଲ Read More »

ଶିବରାଜଙ୍କୁ ଟକ୍କର ଦେବେ ରାମାୟଣର ହନୁମାନ

ବାଜି ସାରିଛି ୫ଟି ରାଜ୍ୟର ବିଧାନସଭା ମହାସମର ବିଗୁଲ । ତାରିଖ ଘୋଷଣା ପରେ ରାଜନୈତିକ ଦଳଙ୍କ ଗୋଟି ଚାଳନା ଆରମ୍ଭ । ୩ଟି ରାଜ୍ୟ ପାଇଁ ଯୋଦ୍ଧା ଘୋଷଣା କଲା କଂଗ୍ରେସ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମଧ୍ୟପ୍ରଦେଶର ୧୪୪ଟି, ଛତିଶଗଡ଼ର ୩୦ଟି ଓ ତେଲେଙ୍ଗାନାର ୫୫ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି । …

ଶିବରାଜଙ୍କୁ ଟକ୍କର ଦେବେ ରାମାୟଣର ହନୁମାନ Read More »

RSS
Follow by Email
Scroll to Top
Close Bitnami banner
Bitnami