ମୁଖ୍ୟମନ୍ତ୍ରୀ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରତିଶ୍ରୁତି ପାଳନ କଲେ ରେବନ୍ତ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୫୪ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ସେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ମିନିଟ ପରେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନ ବାହାରେ ଲୁହା ବ୍ୟାରିକେଡ ହଟାଇ ଦେଇଥିଲେ । ସିଏମ କାର୍ଯ୍ୟାଳୟ …

ମୁଖ୍ୟମନ୍ତ୍ରୀ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରତିଶ୍ରୁତି ପାଳନ କଲେ ରେବନ୍ତ Read More »