cm naveen patnaiks campaign

କେନ୍ଦ୍ରାପଡ଼ା ପାଇଁ ଆସିବ ୧ ଲକ୍ଷ କୋଟିର ପୁଂଜିନିବେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ଏଥିଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରୁ ଜାପାନର ଟୋକିଓକୁ ବିମାନରେ ସାଧାରଣ ଟିକେଟରେ ୮ ଘଣ୍ଟା ବସିକି ଯାତ୍ରା କରିବା । ଏଥିଲାଗି ପୁଞ୍ଜିନିବେଶ ଆସିବ । କେନ୍ଦ୍ରାପଡ଼ାର ବିକାଶ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କାର …

କେନ୍ଦ୍ରାପଡ଼ା ପାଇଁ ଆସିବ ୧ ଲକ୍ଷ କୋଟିର ପୁଂଜିନିବେଶ Read More »

କେନ୍ଦ୍ରାପଡ଼ାବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୈଜୟନ୍ତ

କେନ୍ଦ୍ରପଡ଼ା : କେନ୍ଦ୍ରାପଡାରୁ ଜଣଙ୍କୁ ୧୦ ବର୍ଷ ସାଂସଦ କରି ପଠାଇଥିଲୁ । ବିଶ୍ୱାସ ଥିଲା ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କରିବେ । ହେଲେ ସେମିତି କିଛି ହେଲାନି । ସେ କେନ୍ଦ୍ରାପଡା ପାଇଁ କାମ କରିବା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କଲେ । କେନ୍ଦ୍ରାପଡା ଓ ମୋ ସହ ବିଶ୍ୱାସଘାତକତା କଲେ । ତେଣୁ କେନ୍ଦ୍ରପଡ଼ାବାସୀଙ୍କ ସହ ବିଶ୍ୱାସଘାତକତା କରିଥିବା ନେତାଙ୍କୁ ଆଉ ବିଶ୍ୱାସ କରନ୍ତୁ ନାହିଁ । ନାଁ ନନେଇ …

କେନ୍ଦ୍ରାପଡ଼ାବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୈଜୟନ୍ତ Read More »

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଏହାକୁ ନେଇ ଅପପ୍ରଚାର କରୁଛି ବିଜେପି । ଏହି ଘଟଣାକୁ ନେଇ କଡ଼ା ଜବାବ ଦେଇଛନ୍ତି ନୀବନ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ମିଛ ପ୍ରଚାରକୁ ନିନ୍ଦା କଲେ ନବୀନ ଆଜି ବାରିପଦାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରିପଦାରେ ଆୟୋଜିତ ନିର୍ବାଚନୀ ସମାବେଶରେ …

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି କହିଲେ ନବୀନ Read More »

୪ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ନବୀନ

ବାରିପଦା: ଆଜି ମୟୁରଭଞ୍ଜ, ବାଲେଶ୍ୱର ଓ ଯାଜପୁର ୩ ଲୋକସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ୩ ଲୋକସଭା କ୍ଷେତ୍ରର ୪ଟି ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ । ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ଅପରାହ୍ନ …

୪ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ନବୀନ Read More »

 ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଭୁବନେଶ୍ୱର: ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ନିର୍ବାଚନୀ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ଭରସା ନକରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ନବୀନ । ବିରୋଧୀଙ୍କୁ କଲେ ଟାର୍ଗେଟ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ସେକ୍ଟର-୧୩ …

 ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର Read More »

RSS
Follow by Email
Scroll to Top
Close Bitnami banner
Bitnami