ପୁଣି ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କନଭେନ ଉପରେ ଆକ୍ରମଣ

ପୁଣିଥରେ ମଣିପୁରରେ ଦେଖିବାକୁ ମିଳିଛି ହିଂସା , ପୁଣି ଥରେ ଅଶାନ୍ତ ହୋଇଛି ମଣିପୁର । ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ସୁରକ୍ଷା କନଭେନ ଉପରେ ଉଗ୍ରବାଦୀ ଆକ୍ରମଣ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ପି.ଟି.ଆଇ. ର ସୂଚନା ଅନୁସାରେ ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବାନେଇ ସୂଚନା ମିଳିଛି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି କନଭେନ ମଣିପୁରର ଜିରିବାମ ଜିଲ୍ଲାରେ ବହୁତ ଉତ୍ତେଜନା ଜାରିରହିଛି । ସେଥିପାଇଁ …

ପୁଣି ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କନଭେନ ଉପରେ ଆକ୍ରମଣ Read More »