ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିୱାଲ

ନୂଆଦିଲ୍ଲୀ: ଏଥର ବି ଇଡିର ଚତୁର୍ଥ ସମନରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ । କେଜ୍‌ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଅଣଦେଖା କରିପାରନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଆଜି ହାଜର ହେବାକୁ ନୋଟିସ କରିିଥିଲା । ହେଲେ କେଜ୍‌ରିୱାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି । ସେ ଧାର୍ଯ୍ୟ ସମୟ ଅର୍ଥାତ ଆଜି ଗୋଆ ଯିବେ । ସେଠାରେ ସେ ଆଗାମୀ ଲୋକ …

ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିୱାଲ Read More »