ମୁଖ୍ୟମନ୍ତ୍ରୀଠାରୁ ସ୍ୱଚ୍ଛ କେହି ନାହାନ୍ତି : ପାଣ୍ଡିଆନ

ଭୁବନେଶ୍ୱର: ବିଜେପିର ଆତ୍ମବିଶ୍ୱାସ ବଢାଇବା ଲାଗି ବାହାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଆସି ଓଡିଶାରେ ନିର୍ବାଚନ ପ୍ରଚାର କରୁଛନ୍ତି । ସମସ୍ତେ ଆସି ସ୍ଥାନୀୟ ବିଜେପି ନେତାଙ୍କୁ ବୁଷ୍ଟର ଡୋଜ୍ ଦେଉଛନ୍ତି । କିନ୍ତୁ, ସେମାନଙ୍କ ଡୋଜ୍ ସ୍ଥାନୀୟ ନେତାଙ୍କ ଉପରେ ଓଲଟା କାମ କରୁଛି । ବିଜେପି ଏଠି ନବୀନଙ୍କଠାରୁ ଅଧିକ ସ୍ୱଚ୍ଛ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି କହୁଛି । ଯଦି ଏହାକୁ ବିଶ୍ୱାସ କରାଯିବ ତେବେ ବିଜେପିକୁ ଆହୁରି ୨୦ରୁ ୨୫ ବର୍ଷ …

 ମୁଖ୍ୟମନ୍ତ୍ରୀଠାରୁ ସ୍ୱଚ୍ଛ କେହି ନାହାନ୍ତି : ପାଣ୍ଡିଆନ Read More »