୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ସେଫ୍ କୁନାଲ କପୁର

ନୂଆଦିଲ୍ଲୀ: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍ କୁନାଲ କପୁର । ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଥିଲା । ଏପରିକି ଏକତା ତାଙ୍କ ମା’ବାପାଙ୍କୁ ଅସମ୍ମାନ କରୁଥିବା କୁନାଲ ଅଭିଯୋଗ ଆଣିଥିଲେ । କୁନାଲଙ୍କ ଛୋଟ ବେଳୁ ରୋଷେଇ ପ୍ରତି ସଉକ ପାରିବାରିକ କୋର୍ଟରେ …

୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ସେଫ୍ କୁନାଲ କପୁର Read More »