ବିଏମ୍‌ସି ଅଭିଯୋଗ ଆଧାରରେ ମାମଲା ରୁଜୁ

ନୂଆଦିଲ୍ଲୀ: ସରକାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଗୁରୁବାର ଦିନ ଗୋଟିଏ ପୋଲର କିଛି ଅଂଶ ଉଦ୍‌ଘାଟନ କରିଥିବାରୁ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଆଦିତ୍ୟ ଠାକ୍‌ରେଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି । ରିପୋର୍ଟ ଅନୁସାରେ, ଔପଚାରିକ ଅନୁମତି ବିନା ଗୁରୁବାର ରାତିରେ ଲୋୟର ପାରେଲ୍‌ସ୍ଥିତ ଡିଲାଇଲ୍ ସେତୁର ଦ୍ୱିତୀୟ ‘କ୍ୟାରେଜ୍‌ୱେ’ ଉଦ୍‌ଘାଟନ କରିଥିବାରୁ ‘ବୃହନ୍ ମୁମ୍ବାଇ ମୁନିସ୍‌ପାଲ୍ କର୍ପୋରେସନ୍‌’ବିଏମ୍‌ସି ଅଭିଯୋଗ ଆଧାରରେ ଠାକ୍‌ରେଙ୍କ ନାଁରେ ମାମଲା ରୁଜୁ କରାଯାଇଛି …

ବିଏମ୍‌ସି ଅଭିଯୋଗ ଆଧାରରେ ମାମଲା ରୁଜୁ Read More »