BSNLର ୯୧ ଟଙ୍କିଆ ରିଚାର୍ଜ ପ୍ଲାନ୍

BSNL ବିଭିନ୍ନ ମୂଲ୍ୟ ବିଭାଗରେ ଉପଭୋକ୍ତାଙ୍କୁ ଅନେକ ରିଚାର୍ଜ ଯୋଜନା ପ୍ରଦାନ କରୁଛି, ଯାହା ବିଭିନ୍ନ ସୁବିଧା ସହିତ ଆସିଥାଏ । ଅନ୍ୟ କମ୍ପାନୀ ତୁଳନାରେ ସବୁଠୁ ଶସ୍ତା ମୂଲ୍ୟରେ BSNL ଅଧିକ ଭ୍ୟାଲିଡିଟି ପ୍ରଦାନ କରୁଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ ଯଥା BSNL ହେଉଛି ଦେଶର ଏକ ପ୍ରସିଦ୍ଧ ଟେଲିକମ୍ କମ୍ପାନୀ, ଯାହାକି ଅପେକ୍ଷାକୃତ ଶସ୍ତା ରିଚାର୍ଜ ପ୍ଲାନ୍ ପାଇଁ ବେଶ୍ ଜଣାଶୁଣା। ଇତିମଧ୍ୟରେ ଏହି କମ୍ପାନୀ ଖୁବ ଶସ୍ତା ଦରରେ ଆଣିଛି ଦୁଇ …

BSNLର ୯୧ ଟଙ୍କିଆ ରିଚାର୍ଜ ପ୍ଲାନ୍ Read More »