ଖାରଜ ହେଲା ବିଆରଏସ୍ ନେତ୍ରୀ କେ କବିତାଙ୍କ ଜାମିନ୍ ଆବେଦନ
ନୂଆଦିଲ୍ଲୀ: ଖାରଜ ହେଲା ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ । ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା କବିତା ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ନ ଥିବା ସାମ୍ନାକୁ ଆସିଛି । ଗତ ମାସରେ ଦିଲ୍ଲୀ …
ଖାରଜ ହେଲା ବିଆରଏସ୍ ନେତ୍ରୀ କେ କବିତାଙ୍କ ଜାମିନ୍ ଆବେଦନ Read More »