୨୩ ପର୍ଯ୍ୟନ୍ତ ବଢ଼ିଲା କବିତାଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତ୍ରୀ କେ କବିତାଙ୍କୁ କୋର୍ଟ ଏକ ବଡ଼ ଝଟ୍‌କା ଦେଇଛନ୍ତି । ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ କବିତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା । ସମାନ ପ୍ରଶ୍ନ ବାରମ୍ବାର ପଚରାଯାଉଥିବା ଅଭିଯୋଗ ସୋମବାର କବିତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟକୁ ଅଣାଯାଇଥିଲା । ସ୍ୱତନ୍ତ୍ର ବିଚାରପତି କାବେରୀ …

୨୩ ପର୍ଯ୍ୟନ୍ତ ବଢ଼ିଲା କବିତାଙ୍କ ନ୍ୟାୟିକ ହେପାଜତ ଅବଧି Read More »