ନିର୍ବାଚନରୁ ଓହରିଲେ କିରଣ ଖେର୍‌

ମୁମ୍ବାଇ: ଏଥର ନିର୍ବାଚନ ଲଢିବେ ନାହିଁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବଲିଉଡ଼ ଅଭିନେତ୍ରୀ କିରଣ ଖେର । ସେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିିଁ । ସେ ପଞ୍ଜାବର ଶାସକ ବିଜେପିର ଅନ୍ୟତମ ଶକ୍ତିଶାଳୀ ତଥା ପ୍ରିୟ ନେତା ଅଟନ୍ତି । ଚଣ୍ଡିଗଡ଼ ନିର୍ବାଚନମଣ୍ଡଳୀରୁ ଗତ ଦୁଇଟି ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଜିତିଛନ୍ତି । ହେଲେ ଚଳିତ ଲୋକସଭା ନିର୍ବାଚନରେ ଚଣ୍ଡିଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି କିରଣ ଖେର । ଏପରି …

ନିର୍ବାଚନରୁ ଓହରିଲେ କିରଣ ଖେର୍‌ Read More »