ମୁଖ୍ୟମନ୍ତ୍ରୀ ରେସରେ ଆଗରେ ସୁରେଶ ପୂଜାରୀ

ଭୁବନେଶ୍ୱର : ରାଜ୍ୟରେ ଇତିହାସ ସୃଷ୍ଟି ହେବାସହିତ ବଦଳିବାକୁ ଯାଉଛନ୍ତି ଶାସକ। ତେଣୁ ଆଗକୁ ଶାସନର ଢା଼ଞ୍ଚା ବଦଳିବା ନେଇ ହେଲାଣି ପୂର୍ବାନୁମାନ । ସବୁଠି ଗୋଟିଏ ଚର୍ଚ୍ଚା, କିଏ ନେବେ ନୂଆ ସରକାରର ନେତୃତ୍ୱ । କାହା ମୁଣ୍ଡରେ ସୁନାକଳସ ଢାଳିବା ହାତୀ । ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ନେଇ ଜାରି ରହିଛି ସସ୍ପେନ୍ସ । ଏହାରି ଭିତରେ ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସୁରେଶ ପୂଜାରୀଙ୍କ ନାଁ ସିଏମ୍ ରେସ …

ମୁଖ୍ୟମନ୍ତ୍ରୀ ରେସରେ ଆଗରେ ସୁରେଶ ପୂଜାରୀ Read More »