୭ ଆପ୍ ବିଧାୟକଙ୍କୁ ଟଙ୍କା ଦେଇ ନିଜ ଦଳକୁ ନେବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: ୨୫ କୋଟି ଟଙ୍କା ଦେଇ ଆପ୍ ନେତାଙ୍କୁ କିଣିବାକୁ ଚାହୁଁଛି ବିଜେପି । ଜଣେ କି ଦୁଇ ଜଣ ନୁହେଁ, ୭ ଜଣ ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କା ଦେଇ ନିଜ ଦଳକୁ ନେବାକୁ ଚାହୁଁଛି ବିଜେପି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଶନିବାର ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଏହି ଅଭିଯୋଗ କରିଛନ୍ତି ସେ । ପୂର୍ବରୁ ୨୧ ବିଧାୟକଙ୍କୁ ଦଳ ପରିବର୍ତ୍ତନ …

୭ ଆପ୍ ବିଧାୟକଙ୍କୁ ଟଙ୍କା ଦେଇ ନିଜ ଦଳକୁ ନେବାକୁ ଚାହୁଁଛି ବିଜେପି Read More »