ଠକ, ଗୁଣ୍ଡା, ଜମି ମାଫିଆଙ୍କୁ କୋଳେଇ ନେଇଛି ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ଗୁଣ୍ଡା, ଜମି ଜବରଦଖଲକାରୀ, ଠକଙ୍କୁ କୋଳେଇ ନେଉଛି । କେବଳ ସେମାନଙ୍କୁ କୋଳେଇ ନେଉନିି ବରଂ ଟିକେଟ ମଧ୍ୟ ଦେଇଛନ୍ତି । ତେଣୁ ଏବେ ରାଜ୍ୟ ବିଜେପି ଜମି ମାଫିଆ, ଠକ, ଗୁଣ୍ଡାଙ୍କ ଦଳ ପାଲଟିଛି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏପରି କହିଛନ୍ତି । ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ପ୍ରଶାନ୍ତ ରାଷ୍ଟ୍ରୀୟ …

ଠକ, ଗୁଣ୍ଡା, ଜମି ମାଫିଆଙ୍କୁ କୋଳେଇ ନେଇଛି ବିଜେପି Read More »