bjp news

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି। ଚାରି ଜଣ ମନୋନୀତ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଜେପିର ସଭ୍ୟସଂଖ୍ୟା ୮୬ ରହିଛି। କିନ୍ତୁ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରିଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା …

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା Read More »

୬ ବର୍ଷ ହେଲା ଖାଲି ପାଦରେ ଥିଲେ ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ପ୍ରତିଜ୍ଞା

ଭୋପାଳ: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ଏକ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସେଠାରେ ଉପସ୍ଥିତ ରହିଥିଲେ । ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇ ପୂରଣ କରାଇଥିଲେ ପ୍ରତିଜ୍ଞା । ଏହାର ଏକ ଭିଡିଓ ଏବେ …

୬ ବର୍ଷ ହେଲା ଖାଲି ପାଦରେ ଥିଲେ ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ପ୍ରତିଜ୍ଞା Read More »

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ରଣନୀତି

ନୂଆଦିଲ୍ଲୀ: ଫୋକସରେ ଲୋକସଭା ନିର୍ବାଚନ । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାର ରଣନୀତି ଆରମ୍ଭ କଲାଣି ଭାଜପା । ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି । ସୋମବାର ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ଅୱଧ …

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ରଣନୀତି Read More »

ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଅଙ୍କକଷା

ନୂଆଦିଲ୍ଲୀ: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ମୈଦାନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଗୋଟିଏ ପଟେ ବିରୋଧୀ ମେଳି ବିଜେପି କୁ ଚେକ୍ ଦେବାକୁ ଅଣ୍ଟା ଭିଡିଥିବା ବେଳେ ଆଗୁଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛି ଗେରୁଆ ଦଳ । ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ପ୍ରସ୍ତୁତ ହେଉଛି ଭାଜପା । ଯାହା ବିରୋଧୀ ଦଳଙ୍କୁ ଧରାଶାୟୀ କରିବା ପାଇଁ ଏକ ଯୋଜନା ବୋଲି କୁହାଯାଉଛି । …

ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଅଙ୍କକଷା Read More »

ବିଜେପି ଫୋନ ଟ୍ୟାପ୍ କରୁଥିବାର ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ଆଇଫୋନ୍ ଉପରେ ଆପଲ୍ କମ୍ପାନୀର ନୋଟିଫିକେସନ୍ ଯୋଗୁଁ ଦେଶର ରାଜନୀତି ସରଗରମ ହୋଇଛି । ସରକାର ସେମାନଙ୍କ ଫୋନ୍ ଟାପ୍ କରୁଛନ୍ତି ବୋଲି ବିରୋଧୀ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଥିଲେ । ରାହୁଲ କହିଛନ୍ତି ଯେ ଆମେ ଭୟ କରିବୁ ନାହିଁ, ତୁମେ ଯେତେ ଚାହିଁବ ଟ୍ୟାପ୍ କରି ପାରିବ । ବିରୋଧୀଙ୍କୁ ଆସିଲା ଫୋନ ଟ୍ୟାପିଂର ନୋଟିଫିକେସନ କିଛି …

ବିଜେପି ଫୋନ ଟ୍ୟାପ୍ କରୁଥିବାର ଅଭିଯୋଗ ଆଣିଲା କଂଗ୍ରେସ Read More »

RSS
Follow by Email
Scroll to Top
Close Bitnami banner
Bitnami