‘କଙ୍ଗନା ରାନାୱତଙ୍କ ପାଇଁ ମୋର କୌଣସି ଭଲପାଇବା ନାହିଁ କିନ୍ତୁ……..’

ନୂଆଦିଲ୍ଲୀ: ଘରେ ପଶିବା ଆଗରୁ ଚାଳରେ ମୁଣ୍ଡ ବାଜିବା ଭଳି ଘଟଣା ଘଟିଛି ନବ ନିର୍ବାଚିତ ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସହିତ | ସାଂସଦ ଭାବେ ନିର୍ବାଚିତ ହେଉ ହେଉ ଆକ୍ରୋଶର ଶିକାର ହୋଇ ଚାପୁଡ଼ା ଖାଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତ | ତାଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଥିଲେ। ଜୁନ ୬ତାରିଖରେ ଏହି ଘଟଣା ଘଟିଥିବା ବେଳେ …

‘କଙ୍ଗନା ରାନାୱତଙ୍କ ପାଇଁ ମୋର କୌଣସି ଭଲପାଇବା ନାହିଁ କିନ୍ତୁ……..’ Read More »