ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ବିଜେଡିକୁ ମିଳିଛି ସଂଖ୍ୟା ଗରିଷ୍ଠତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ଜୁନରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଖାଲି ଶପଥ ନେବେନି ଇତିହାସ ବି ରଚିବେ । ଏହାକୁ ନେଇ ବିଜେପି ଭାରସାମ୍ୟ ହରାଇ ବସିଛି । ପୀତାମ୍ବର ଆଚାର୍ଯ୍ୟ ଗତକାଲି ପ୍ରେସମିଟରେ ଯେଉଁ ତଳସ୍ତର ଭାଷା ବ୍ୟବହାର କଲେ ତାହାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର …

ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି Read More »