କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ୍ ଦେଉଛନ୍ତି ରାହୁଲ, ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ କର୍ମଚାରୀଙ୍କୁ ଖାଇବା ପାଇଁ କୁକୁର ଖିଆ ବିସ୍କୁଟ୍ ଦିଅନ୍ତି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା । କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ ଦେଉଥିବାର ଏକ ଭିଡ଼ିଓ ବି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଭାଇରାଲ୍ ହୋଇଥିବା ଭିଡିଓ ପ୍ରସଂଗରେ ରାହୁଲଙ୍କୁ ଆକ୍ରମଣ କରିଛନ୍ତି ହିମନ୍ତ । How shameless First, Rahul Gandhi made …

କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ୍ ଦେଉଛନ୍ତି ରାହୁଲ, ଅଭିଯୋଗ ଆଣିଲା ବିଜେପି Read More »