bjd target bjp

 ରାଜ୍ୟ ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି

ଭୁବନେଶ୍ୱର: ଓଡିଶା ବିଜେପି ସଭାପତି ଚାଷୀଙ୍କ ବିଷୟରେ କିଛି ବକ୍ତବ୍ୟ ରଖିଛନ୍ତି । ଏହା ତାଙ୍କ କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । ୨୦୧୭ ମାର୍ଚ୍ଚରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ ଏମଏସପି ୨୯୩୦ଟଙ୍କା ବୃଦ୍ଧି କରିବାକୁ ପାରିତ କରାଯାଇଥିଲା । ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ, ବିଜେପି ବି ସମର୍ଥନ କରିଥିଲେ । ୭ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି ମନମୋହନ । ନିର୍ବାଚନ ଆସିଛି, ନିଦ ଭାଙ୍ଗିଛି, ଚାଷୀଙ୍କୁ ବିଭ୍ରାନ୍ତ …

 ରାଜ୍ୟ ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି Read More »

ବିଜେପିକୁ ମିଳୁନି ପ୍ରାର୍ଥୀ , ଅନ୍ୟ ଦଳରୁ ବିତାଡ଼ିତ ନେତାଙ୍କୁ କରୁଛି ପ୍ରାର୍ଥୀ

ଭୁବନେଶ୍ୱର:ରାଜ୍ୟ ବିଜେପିକୁ ମିଳୁନି ପ୍ରାର୍ଥୀ । ଏପରି କହି ରାଜ୍ୟ ବିଜେପିକୁ କଟାକ୍ଷ କରିଛି ବିଜେଡ଼ି । ସୋମବାର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି କି, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି । ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ ହେଲା, ୮୦ ଆସନ ପାଇଁ …

ବିଜେପିକୁ ମିଳୁନି ପ୍ରାର୍ଥୀ , ଅନ୍ୟ ଦଳରୁ ବିତାଡ଼ିତ ନେତାଙ୍କୁ କରୁଛି ପ୍ରାର୍ଥୀ Read More »

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ

ଭୁବନେଶ୍ୱର: ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ । ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ୟ ବିଜେପି କୋଳାଇ ନେଉଛି । ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ କରିଥିଲା । ସେତେବେଳେ ବି ରାଜନୈତିକ ବୟାନବାଜି ଚାଲିଥିଲା । ମାତ୍ର ତେବେ ୨୦୧୯ରେ ଯାହା ଫଳାଫଳ ଆସିଲା ତାହା ସମସ୍ତେ ଜାଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ …

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ Read More »

RSS
Follow by Email
Scroll to Top
Close Bitnami banner
Bitnami