ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଅନୁରୋଧ

ଭୁବନେଶ୍ୱର: ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛି ବିଜେଡ଼ି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଭ୍ରାନ୍ତିକର ଖବର ବାରମ୍ବାର ପ୍ରସାରଣ କରୁଛନ୍ତି । ଏପରି …

ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଅନୁରୋଧ Read More »