BJD pressmeet

ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗକରି ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟକରି ବର୍ଷିଛି ପ୍ରମୁଖ ବିରୋଧୀ ଦଳ ବିଜେଡି । ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସେଚେତକ ପ୍ରମିଳା ମଲ୍ଲିକ ଏବଂ ବିଜେଡିନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛି ଶାସକଦଳ । ସାଧାରଣ ଲୋକ ଆଶା କରୁଛନ୍ତି , ଭଲ ଖାଇବେ ଓ ଶସ୍ତାରେ …

ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି Read More »

ଅପରାଧୀଙ୍କୁ ସବୁବେଳେ ସମର୍ଥନ କରୁଛି ବିଜେପି

ଭୁବନେଶ୍ୱର: ଅପରାଧୀମାନଙ୍କୁ ସବୁବେଳେ ସମର୍ଥନ କରି ଆସୁଛି ରାଜ୍ୟ ବିଜେପି । ବାରମ୍ବାର ଗୁଣ୍ଡାଗର୍ଦ୍ଦି କରୁଥିବା ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବିଜେପି ସମର୍ଥନ କରି ଆସୁଛନ୍ତି । ବିଶେଷ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ପ୍ରଶାନ୍ତଙ୍କ ସପକ୍ଷରେ ବାହାରିଛନ୍ତି । ତେଣୁ ସାଂସଦ ଅପରାଜିତାଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । ଅପରାଜିତାଙ୍କୁ କଡ଼ା ସମାଲୋଚନା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଇଏ ସେଇ ପ୍ରଶାନ୍ତ …

ଅପରାଧୀଙ୍କୁ ସବୁବେଳେ ସମର୍ଥନ କରୁଛି ବିଜେପି Read More »

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର 

ଭୁବନେଶ୍ୱର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବେ ବେଶ୍ ପରିଚିତ । ଯେତେବେଳେ ହିମନ୍ତ ମୁହଁ ଖୋଲନ୍ତି, ସେ ଆବର୍ଜନା ହିଁ କୁହନ୍ତି । ଆସାମରେ ମଧ୍ୟ କେହି ତାଙ୍କୁ ଗୁରୁତ୍ୱର ସହ ନିଅନ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । ଚିଟଫଣ୍ଡ କେସ୍‌ରେ ଜଡ଼ିତ ଅଛନ୍ତି ହିମନ୍ତ ଡ. ପାତ୍ର ଗଣମାଧ୍ୟମକୁ ଆହୁରତ କହିଛନ୍ତି ଯେ, ହିମନ୍ତ ବିଶ୍ୱଶର୍ମାଙ୍କ …

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର  Read More »

ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଲଜ୍ଜାଜନକ

ଭୁବନେଶ୍ୱର : ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଜଣେ ଅପରାଧୀ ଓ ଗୁଣ୍ଡାଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ଜଣେ ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ରକ୍ଷା ଲାଗି ଆଗେଇ ଆସିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଇପ୍ସିତା ସାହୁ । ବିଜେପିର ବରିଷ୍ଠ ନେତା ପ୍ରଶାନ୍ତଙ୍କୁ ରକ୍ଷା ଉଚିତ୍ ନୁହେଁ ଇପ୍‌ସିତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମୀର …

ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଲଜ୍ଜାଜନକ Read More »

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବ । ଆଜି ଶେଷଦିନ ପ୍ରଚାରରେ ଘମାଘୋଟ ପ୍ରଚାର ଚଳାଇଛନ୍ତି ସବୁଦଳ । ଏହି ପର୍ଯ୍ୟାୟରେ ହେଉଥିବା ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ଉପରେ ସମସ୍ତଙ୍କର ନଜର ରହିଛି । ସମ୍ବଲପୁରରେ …

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ Read More »

 ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର : ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଆସନ୍ତା ୨୦୩୪ ସୁଦ୍ଧା ଓଡ଼ିଶା ହେବ ନମ୍ୱର-୧ ରାଜ୍ୟ । ଇସ୍ତାହାରରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ୱ ଦେଇଛି ବିଜେଡ଼ି । ଏହା ଏକ ଐତିହାସିକ ଇସ୍ତାହାର ପତ୍ର । ଯୁବକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବଜେଟ୍ । ୧୦ ବର୍ଷ ପାଇଁ ୧ ଲକ୍ଷ କୋଟିର ଅଲଗା ବଜେଟ୍ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଯୁବକଙ୍କ ପାଇଁ ହଜାର କୋଟି ଟଙ୍କା …

 ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର Read More »

ବିଜେପିକୁ ମିଳୁନି ପ୍ରାର୍ଥୀ , ଅନ୍ୟ ଦଳରୁ ବିତାଡ଼ିତ ନେତାଙ୍କୁ କରୁଛି ପ୍ରାର୍ଥୀ

ଭୁବନେଶ୍ୱର:ରାଜ୍ୟ ବିଜେପିକୁ ମିଳୁନି ପ୍ରାର୍ଥୀ । ଏପରି କହି ରାଜ୍ୟ ବିଜେପିକୁ କଟାକ୍ଷ କରିଛି ବିଜେଡ଼ି । ସୋମବାର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି କି, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି । ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ ହେଲା, ୮୦ ଆସନ ପାଇଁ …

ବିଜେପିକୁ ମିଳୁନି ପ୍ରାର୍ଥୀ , ଅନ୍ୟ ଦଳରୁ ବିତାଡ଼ିତ ନେତାଙ୍କୁ କରୁଛି ପ୍ରାର୍ଥୀ Read More »

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ

ଭୁବନେଶ୍ୱର: ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ । ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ୟ ବିଜେପି କୋଳାଇ ନେଉଛି । ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ କରିଥିଲା । ସେତେବେଳେ ବି ରାଜନୈତିକ ବୟାନବାଜି ଚାଲିଥିଲା । ମାତ୍ର ତେବେ ୨୦୧୯ରେ ଯାହା ଫଳାଫଳ ଆସିଲା ତାହା ସମସ୍ତେ ଜାଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ …

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ Read More »

RSS
Follow by Email
Scroll to Top
Close Bitnami banner
Bitnami