ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ବିଜୁଳି ଦର ଅଧିକ

ଭୁବନେଶ୍ୱର: ବିଜୁଳିକୁ ନେଇ ବିଜେପିକୁ ଆଇନା ଦେଖାଇଛି ବିଜେଡି । ଓଡ଼ିଶାରେ ବିଜୁଳି ଉତ୍ପାଦନ ସତ୍ତ୍ୱେ ଏଠାରେ ଅଧିକ ଦର ଥିବା ଓ ଅନ୍ୟ ରାଜ୍ୟରେ କମ୍ ଦର ଅଛି ବୋଲି ବିରୋଧୀ ଯେଉଁ ମିଛ କଥା କହୁଛନ୍ତି, ଆଜି ତାର ସତ୍ୟାସତ୍ୟ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର । ସେ କହିଛନ୍ତି- ଓଡି଼ଶାରେ ବିଜୁଳି ଦର ୟୁନିଟ ପିଛା ୪ ଟଙ୍କା ୬୨ ପଇସା ହୋଇଥିବା ବେଳେ ବିଜେପି ଶାସିତ ରାଜ୍ୟ …

ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ବିଜୁଳି ଦର ଅଧିକ Read More »