bjd meet ceo

ସମ୍ବିତ ପାତ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର: ପୁଣି ଆଚରଣବିଧି ଉଲ୍ଲଂଘନ କଲା ବିଜେପି । ବାରମ୍ବାର ନିୟମ ଉଲ୍ଲଂଘନ କରିଚାଲିଛି ବିଜେପି । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡ଼ି । ଇଂରାଜୀ ଓ ଓଡ଼ିଆ ଅଗ୍ରଣୀ ଖବରକାଗଜର ପ୍ରଥମ ପୃଷ୍ଠାରେ ସମ୍ବିତ ପାତ୍ର ଦେଇଥିବା ବିଜ୍ଞାପନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଛି ବିଜେଡି । ଏହି ବିଜ୍ଞାପନରେ ସମ୍ବିତଙ୍କ ଫଟୋ ସହ ଜଗନ୍ନାଥ ମନ୍ଦିର ଫଟୋ ଓ ବିଜେପିର ଚିହ୍ନ ରହିଛି । …

ସମ୍ବିତ ପାତ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ Read More »

ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର : ପୁଣି ଆଚରଣବିଧି ଉଲ୍ଲଂଘନ କଲା ବିଜେପି । ଟିଟିଲାଗଡ଼ର ବିଜେପି ପ୍ରାର୍ଥୀ ନବୀନ ଜୈନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ସାଇଲେଣ୍ଟ ଆୱାରରେ ସେ କରିଛନ୍ତି ନିର୍ବାଚନ ପ୍ରଚାର । ସାଧାରଣ ସଭାରେ ସେ ଲୋକଙ୍କୁ ଧମକ ଦେଇଛନ୍ତି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଘରେ ପଶି ପିଟିବା ପାଇଁ ଧମକ ଦେଇଛନ୍ତି ପ୍ରାର୍ଥୀ । କ୍ଷମତା ଲାଳସାରେ ଅନ୍ଧ ହୋଇ ସେ ଏପରି କାର୍ଯ୍ୟ କରିଛନ୍ତି …

ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ Read More »

ହାରିବା ଭୟରେ ରକ୍ତ ଚାଉଳ ଚୋବାଉଛି ବିଜେପି

ଭୁବନେଶ୍ୱର: ନିର୍ବାଚନରେ ବିଜେପିର ହେବ ଶୋଚନୀୟ ପରାଜୟ । ଏହା ଜାଣି ସାରିଲାଣି ବିଜେପି । ଏଥିପାଇଁ ବିଜେପି ରାଗରେ ରକ୍ତ ଚାଉଳ ଚୋବାଉଛି । ଶୁକ୍ରବାର ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଏହା ପ୍ରମାଣିତ କରିଛି । ଏନେଇ ଭଟଲି ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ର୍ପୂବରୁ …

ହାରିବା ଭୟରେ ରକ୍ତ ଚାଉଳ ଚୋବାଉଛି ବିଜେପି Read More »

 ବିଜେଡି ପ୍ରଚାର ଗାଡିକୁ ଅଟକାଇ ଧମକାଇଲେ ବିଜେପି ସମର୍ଥକ

ଭୁବନେଶ୍ୱର: ପୁଣି ବିଜେପି କର୍ମୀ କଲେ ଆଇନ ଉଲ୍ଲଂଘନ । ବିଜେଡି ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ଅଟକାଇ ଧମକାଇବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରାରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡି ଯାଉଥିଲା । ଏହି ସମୟରେ ବିଜେପି ବିଧାନସଭା ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କ ବାଇକ ରାଲିରେ ଆସୁଥିବା ସମର୍ଥକ ଓ କର୍ମୀ ତାଙ୍କ ପ୍ରଚାର ଗାଡ଼ିକୁ ଅଟକାଇଥିଲେ …

 ବିଜେଡି ପ୍ରଚାର ଗାଡିକୁ ଅଟକାଇ ଧମକାଇଲେ ବିଜେପି ସମର୍ଥକ Read More »

 ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସିଇଓଙ୍କ ପାଖରେ ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର: ସୋମବାର ପୁଣି ଥରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡ଼ି । ଓଡିଶା ମହିଳା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ଯାଇ ଏକ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ୭୦ ଲକ୍ଷ ମହିଳାଙ୍କୁ ଘର କୋଣରୁ ବାହାର କରି ନୂତନ ପରିଚୟ ଦେଇଛନ୍ତି ଓଡିଶା ସରକାର । ରାଜ୍ୟ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମିଶନ ଶକ୍ତି ମାଆ ମାନଙ୍କୁ …

 ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସିଇଓଙ୍କ ପାଖରେ ଅଭିଯୋଗ କଲା ବିଜେଡି Read More »

ଛୋଟ ପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛି ବିଜେପି

ଭୁବନେଶ୍ୱର: ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି । ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ । ଏପରିକି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି । ସିଇଓଙ୍କ ନିକଟରେ ବିଜେଡ଼ିର ଅଭିଯୋଗ …

ଛୋଟ ପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛି ବିଜେପି Read More »

RSS
Follow by Email
Scroll to Top
Close Bitnami banner
Bitnami