bjd leader vk pandian

ନିମାପଡ଼ା, ବାଲିକୁଦା-ଏରସମାରେ ପାଣ୍ଡିଆନଙ୍କ ପ୍ରଚାର

ପୁରୀ : ପୁରୀ ଜିଲ୍ଲା ନିମାପଡ଼ାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ଏପରି ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଉଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର …

ନିମାପଡ଼ା, ବାଲିକୁଦା-ଏରସମାରେ ପାଣ୍ଡିଆନଙ୍କ ପ୍ରଚାର Read More »

ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର : ଯୁବପିଢ଼ିଙ୍କ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ । ଆଗାମୀ ୧୦ ବର୍ଷ ଯୁବପିଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବପିଢ଼ିଙ୍କ ପାଇଁ ଆଗାମୀ ଯୋଜନା ବାବଦରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପି ନିର୍ବାଚନ ଇସ୍ତାହାରରେ ଯୁବପିଢିଙ୍କ ପାଇଁ କିଛି ନାହିଁ । ମୁଖ୍ୟମନ୍ତ୍ରୀ ଯୁବପିଢିଙ୍କ ଦ୍ୱାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ …

ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ Read More »

ଭର୍ତ୍ତୃହରିଙ୍କ ମୁଖା ଖୋଲିଲେ ପାଣ୍ଡିଆନ

ଭୁବନେଶ୍ୱର: ବିଜେଡ଼ିରେ ଥିବା ବେଳେ ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହାତବ । ସେ ଦୈହିକ ଭାବେ ବିଜେଡ଼ି ଥିଲେ ହେଲେ ମାନସିକ ଭାବେ ବିଜେପିରେ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଏପରି ଅଭିଯୋଗ କରିଛନ୍ତି ପାଣ୍ଡିଆନ । କଟକରେ ଜୋରଦାର ପ୍ରଚାର କରିଥିଲେ ପାଣ୍ଡିଆନ । ଏହି ସଭାରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ …

ଭର୍ତ୍ତୃହରିଙ୍କ ମୁଖା ଖୋଲିଲେ ପାଣ୍ଡିଆନ Read More »

RSS
Follow by Email
Scroll to Top
Close Bitnami banner
Bitnami