bjd leader vk pandian

ସୋରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ

ବାଲେଶ୍ୱର : ଆଜି ଶେଷଦିନରେ ବାଲେଶ୍ୱରରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସୋରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ପାଣ୍ଡିଆନ କହିଛନ୍ତି ଯେ, ସୋରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଭଲ ପାଆନ୍ତି । କାରଣ ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି । ସୋରରେ ଜଳସେଚନର ଉନ୍ନତି ପାଇଁ …

ସୋରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ Read More »

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛି ବିଜେପି

ଭୁବନେଶ୍ୱର : ସବୁ ପ୍ଲାନ ଫେଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ବିଜେପି ପାଇଁ ବୁମେରାଂ ହେବ । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଓଡ଼ିଶାବାସୀ ଗ୍ରହଣ କରିବେନି ପାଣ୍ଡିଆନ କହିଛନ୍ତି ଯେ, ସବୁବେଳେ ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ମହାପ୍ରଭୁଙ୍କ କାମରେ ବାଧକ ସାଜିଥିଲା । …

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛି ବିଜେପି Read More »

ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ସ୍ଥିତି କ’ଣ ତାହା ଓଡ଼ିଶା ବାସୀ ଭଲକରି ଜାଣିଛନ୍ତି । ତୃତୀୟ ପର୍ଯ୍ୟାୟ ନିିର୍ବାଚନ ପରେ ଲୋକଙ୍କ ଆଶିର୍ବାଦରେ ବିଜେଡ଼ି ବହୁମତ ପାଇ ସାରିଛି । ବିଜେଡ଼ି ସୁଇପ କରିବ ଓ ୯୦-୯୫ ଷ୍ଟାଇକ ରେଟ୍ ହେବ । ଯାଜପୁର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟ ବିଜେଡି ବହୁତ ଭଲ କରିବ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଉପରେ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ, …

ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ Read More »

ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ପାଣ୍ଡିଆନଙ୍କ ଅପିଲ

ଭୋଗରାଇ: ଭୋଗରାଇରେ ଜୋରଦାର ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଭୋଗରାଇ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ବିଜେଡି ବହୁମତ ପାଇ ସାରିଛି ବୋଲି କହିଛନ୍ତି ପାଣ୍ଡିଆନ୍ । ବିଜେପି ନିଜ ଇସ୍ତାହାରରେ ଯୁବକଙ୍କ ପାଇଁ କିଛି ସ୍ଥାନ ଦେଇନାହିଁ । ବିଜେପି କେବଳ ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣାରେ ବିଶ୍ୱାସ କରେ । ସେମାନଙ୍କଠୁ ସତର୍କ ରହିବାକୁ ଭୋଗରାଇବାସୀଙ୍କୁ ସଚେତନ …

ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ପାଣ୍ଡିଆନଙ୍କ ଅପିଲ Read More »

ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି

ଭୁବନେଶ୍ୱର: ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ । ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ ବି କରୁଛନ୍ତି । ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି । ମିଶନ ଶକ୍ତି …

ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି Read More »

ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି

ଭଦ୍ରକ : ବର୍ତ୍ତମାନ ସୁଦ୍ଧା ସରିଥିବା ନିର୍ବାଚନରେ ରାଜ୍ୟରେ ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି । ଏଥର ବି ଓଡ଼ିଶାରେ ସରକାର ଗଠନ କରିବ ବିଜେଡି । ଭଦ୍ରକ ବାସୁଦେବପୁରରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ଏପରିି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏଥିସହିତ କେନ୍ଦ୍ରର ଡବଲ ଇଂଜିନ ସରକାରକୁ ନେଇ ନବୀନ ଇଂଜିନ ସରକାରର ଦେଖାଇଛନ୍ତି ତୁଳନାତ୍ମକ ଚିତ୍ର । ରାଜ୍ୟରେ ପ୍ରାୟ …

ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି Read More »

କେନ୍ଦ୍ରାପଡ଼ା ପାଇଁ ଆସିବ ୧ ଲକ୍ଷ କୋଟିର ପୁଂଜିନିବେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ଏଥିଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରୁ ଜାପାନର ଟୋକିଓକୁ ବିମାନରେ ସାଧାରଣ ଟିକେଟରେ ୮ ଘଣ୍ଟା ବସିକି ଯାତ୍ରା କରିବା । ଏଥିଲାଗି ପୁଞ୍ଜିନିବେଶ ଆସିବ । କେନ୍ଦ୍ରାପଡ଼ାର ବିକାଶ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କାର …

କେନ୍ଦ୍ରାପଡ଼ା ପାଇଁ ଆସିବ ୧ ଲକ୍ଷ କୋଟିର ପୁଂଜିନିବେଶ Read More »

ଯାଜପୁରରେ ଭୋଟ ମାଗିଲେ ପାଣ୍ଡିଆନ

ଯାଜପୁର: ଗତଥର ମୁଖ୍ୟମନ୍ତ୍ରୀ ଆସ୍କା ଲୋକସଭା ଆସନରୁ ଜଣେ ଏସଏଚଜି ମାଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ବି ଜଣେ ଏସଏଚଜି ମାଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଜପୁରକୁ ବହୁତ ଭଲ ପାଆନ୍ତି । ତାଙ୍କ ସମ୍ମାନ ରକ୍ଷା କରନ୍ତୁ । ଯାଜପୁରରୁ ଏକ ଲକ୍ଷ ମାର୍ଜିନରେ ଉଭୟ ବିଧାୟକ ଓ ସାଂସଦଙ୍କୁ ଜିତାନ୍ତୁ । ଯାଜପୁରବାସୀଙ୍କୁ ଆଜି ଏଭଳି ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା …

ଯାଜପୁରରେ ଭୋଟ ମାଗିଲେ ପାଣ୍ଡିଆନ Read More »

ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ମତଦାନ ସାବ୍ୟସ୍ତ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ ଏକ ଅଟୋରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚି ଧାଡ଼ିରେ ଛିଡ଼ା ହୋଇଥିଲେ । ଏହାପରେ ଧାଡ଼ିରେ ଯାଇ ନିଜର ମତଦାନ ସାବ୍ୟସ୍ତ କରିଥିଲେ ।  ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ କଲେ ଅନୁରୋଧ ଭୋଟ ଦେବା ଲାଗି ସେ ସକାଳୁ ସକାଳୁ ଏକ ଅଟୋରେ ଆସି ଭୁବନେଶ୍ୱର …

ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ Read More »

ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବା ସହ ୪୨ ବିଧାନସଭା ଆସନରେ ବି ଭୋଟ ଗ୍ରହଣ ହେବ । ଏଥର ଓଡ଼ିଶାରେ ବଡ଼ ବ୍ୟବଧାନରେ ସରକାର କରିବ ବିଜେଡି । ତୃତୀୟ ପର୍ଯ୍ୟାୟରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ । ଓଡ଼ିଶାରେ ବିଜେପି ୩୦ରୁ …

ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି Read More »

RSS
Follow by Email
Scroll to Top
Close Bitnami banner
Bitnami