ଏଥର ନିର୍ବାଚନ କମିଶନ ଶକ୍ତ, ରୋଡ୍ ସୋ’, ସଭାକୁ ନା
ପଶ୍ଚିମ ବଙ୍ଗ ନିର୍ବାଚନ କାଳରେ କରୋନା ବିସ୍ଫୋରଣରୁ ବୁଦ୍ଧି ସିଖିଥିବା ନିର୍ବାଚନ କମିଶନ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ କଠୋର ଦୃଷ୍ଟିକୋଣ ଆପଣାଇଛନ୍ତି । ଏଥର ନିର୍ବାଚନ ପ୍ରଚାର ବେଳେ ଅତିକମରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ରୋଡ୍ ସୋ’, ରାଲି, ବାଇକ୍ ରାଲି ଉପରେ କମିଶନ ପ୍ରତିବନ୍ଧକ ଲାଗୁ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ସ୍ପଷ୍ଟ ଭାବେ କହିଛନ୍ତି ଯେ, ୧୫ …