biju janata dal

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି। ଚାରି ଜଣ ମନୋନୀତ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଜେପିର ସଭ୍ୟସଂଖ୍ୟା ୮୬ ରହିଛି। କିନ୍ତୁ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରିଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା …

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା Read More »

bjd@25, bjd foundation day, 25th anniversary bjd, biju janata dal, naveen patnaik, opposition parties, odisha politics, pranab prakash das, rising odisha

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି । ୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏ । ରୋମାଂଚ …

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ Read More »

odisha politics, odisha congress, odisha bjp, bjp b team, bjd, odisha political drama, rising odisha

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’

ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛି । କିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି ନିଜ ’ସତ’ ନିଜ ମିଛ କାରଖାନାରେ ତିଆରି କରିବାକୁ ଚାହାନ୍ତି । …

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’ Read More »

puri, jagannath dham, lord jagannath, lord ram, bjp vs bjd, ayodhya, narendra modi, naveen patnaik, odisha cm, bjd, rising odisha

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ ! *ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ *ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା *ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ *ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ …

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା Read More »

district observers BJD, Biju janata dal, BJD new district obervers

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ

୧) ଗଞ୍ଜାମ- ଶ୍ରୀ ପ୍ରଫୁଲ ମଲ୍ଲିକ ୨) ଜଗତସିଂହପୁର- ଶ୍ରୀ ସମୀର ରଞ୍ଜନ ଦାଶ ୩) ଯାଜପୁର- ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୪) ଝାରସୁଗୁଡ଼ା- ଶ୍ରୀ ସୁବାଷ ସିଂ ୫) କଳାହାଣ୍ଡୀ- ଶ୍ରୀ ନବ କିଶୋର ଦାସ ୬) କନ୍ଧମାଳ- ଶ୍ରୀ ପ୍ରତାପ ଜେନା ୭) କେନ୍ଦ୍ରାପଡ଼ା- ଶ୍ରୀ ଦେବାଶିଷ ସାମନ୍ତରାୟ ୮) କେନ୍ଦୁଝର- ଶ୍ରୀ ପ୍ରଣବ ପ୍ରକାଶ ଦାସ ୯) ଖୋର୍ଦ୍ଧା- ଶ୍ରୀ ପ୍ରମିଳା ମଲ୍ଲିକ ୧୦) କୋରାପୁଟ- ଶ୍ରୀ ଚନ୍ଦ୍ର ସାରଥି ବେହେରା …

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ Read More »

RSS
Follow by Email
Scroll to Top
Close Bitnami banner
Bitnami