bharat jodo yatra rahul gandhi

ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ: ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ରାହୁଲଙ୍କୁ ଦେଖିବା ପାଇଁ କୋର୍ଟ ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ …

ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ହାଜର ହେଲେ ରାହୁଲ Read More »

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ । କ୍ରାଉଡ ଫଣ୍ଡ ଅଭିଯାନରେ ଏହି ନୂତନ ପଦକ୍ଷେପ ନିଆଯାଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ସଂଗ୍ରହ ଅତିକ୍ରମ କରିବାକୁ ଆଶା ରଖାଯାଇଛି । ଗତ ଡ଼ିସେମ୍ବର ୧୮ ତାରିଖରେ ଦଳ ଅନ୍‌ଲାଇନ ଦାନ ଅଭିଯାନ ଆରମ୍ଭ କରିଛି । ଶନିବାର ଦୁଇ ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ଆୟ କରିଛି ବୋଲି କହିଛନ୍ତି …

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ Read More »

bharat jodo yatra, bharat jodo yatra congress, bharat jodo yatra rahul gandhi, odia blog , rising odisha

ଭାରତ ଇତିହାସର ଏମିତି ୫ ଯାତ୍ରା ଯାହା ଭାରତୀୟ ରାଜନୀତିରେ ଆଣିଥିଲା ବିରାଟ ପରିବର୍ତ୍ତନ

ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା । କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଅନ୍ତ ହେବ କାଶ୍ମୀରରେ । ୫ ମାସ ବା ୧୮୦ ଦିନର ଏହି ଯାତ୍ରାର ମୁଳ ରାଜନୈତିକ ଲକ୍ଷ୍ୟ ମିଶନ ୨୦୨୪ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ବିଜେପି ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଏବେଠାରୁ ରାଜନୈତିକ ଇଛା ଉବୁକା ମାରିଲାଣି । ନେତା ନିଜ ରାଜ୍ୟ ଛାଡ଼ି …

ଭାରତ ଇତିହାସର ଏମିତି ୫ ଯାତ୍ରା ଯାହା ଭାରତୀୟ ରାଜନୀତିରେ ଆଣିଥିଲା ବିରାଟ ପରିବର୍ତ୍ତନ Read More »

RSS
Follow by Email
Scroll to Top
Close Bitnami banner
Bitnami